ସ୍ତ୍ରୀକୁ ପଥରରେ ଛେଚି ମାରି ଦେଲେ

ଯାଜପୁର (ଗୁଲାମ୍‌ ଗସ୍‌): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ତେଲିଗଡ଼ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ କଦମ ପୂର୍ତ୍ତି। ଅଭିଯୁକ୍ତଙ୍କ ନାଁ ଲକ୍ଷ୍ମଣ ପୂର୍ତ୍ତି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ କଦମ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଲକ୍ଷ୍ମଣ ରାଗି ଯାଇ ତାଙ୍କୁ ପଥରରେ […]

accussed

accussed

Jitendra Garnayak
  • Published: Monday, 28 January 2019
  • Updated: 28 January 2019, 12:19 PM IST

ଯାଜପୁର (ଗୁଲାମ୍‌ ଗସ୍‌): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ତେଲିଗଡ଼ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ କଦମ ପୂର୍ତ୍ତି। ଅଭିଯୁକ୍ତଙ୍କ ନାଁ ଲକ୍ଷ୍ମଣ ପୂର୍ତ୍ତି।

ଗତକାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ କଦମ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଲକ୍ଷ୍ମଣ ରାଗି ଯାଇ ତାଙ୍କୁ ପଥରରେ ଛେଚି ଦେଇଥିଲେ।

ବଡ଼ଚଣା ପୁଲିସ୍‌ ଲକ୍ଷ୍ମଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story