ତାନ୍ତ୍ରିକକୁ ହାଣିଦେଲେ ଯୁବକ

ଯାଜପୁର(ଓଡ଼ିଶା ରିପୋର୍ଟର): ତାନ୍ତ୍ରିକକୁ ହାଣିଦେଲା ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ହୋଇଛି। ପରେ ଯୁବକ ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବନ୍ଧ ଗାଁ’ର ଶାନ୍ତନୁ ବେହେରା ପ୍ରତିଶୋଧ ପରାୟଣ ହୋଇ ଏହି କାଣ୍ଡ ଘଟାଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ପାରିବାରିକ କହଳ ଯୋଗୁ ଶାନ୍ତନୁଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ’ ବାପ ଘରକୁ ଚାଲି ଯାଇଛନ୍ତି। ସ୍ତ୍ରୀ’କୁ ଗୁଣି ଗାରେଡି ମାଧ୍ୟମରେ […]

sukinda

sukinda

Niranjan Mishra
  • Published: Friday, 02 September 2022
  • Updated: 02 September 2022, 09:36 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ତାନ୍ତ୍ରିକକୁ ହାଣିଦେଲା ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ହୋଇଛି। ପରେ ଯୁବକ ଜଣକ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବନ୍ଧ ଗାଁ’ର ଶାନ୍ତନୁ ବେହେରା ପ୍ରତିଶୋଧ ପରାୟଣ ହୋଇ ଏହି କାଣ୍ଡ ଘଟାଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ପାରିବାରିକ କହଳ ଯୋଗୁ ଶାନ୍ତନୁଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ’ ବାପ ଘରକୁ ଚାଲି ଯାଇଛନ୍ତି। ସ୍ତ୍ରୀ’କୁ ଗୁଣି ଗାରେଡି ମାଧ୍ୟମରେ ଫେରାଇ ଆଣିବାକୁ ତାନ୍ତ୍ରିକ ଜଣକ ବାରମ୍ବାର ଶାନ୍ତନୁଙ୍କ ଠାରୁ ଟଙ୍କା ନେଇଥିଲେ। ଆଜି ତାନ୍ତ୍ରିକ ଜଣକ ସେହି ଗାଁ’କୁ ଆସି ଶାନ୍ତନୁଙ୍କୁ ଆଉ କିଛି ଟଙ୍କା ମାଗିଥିଲେ। ଏହାକୁ ନେଇ ଶାନ୍ତନୁ ରାଗରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାନ୍ତ୍ରିକଙ୍କ ମୁଣ୍ଡକୁ ହାଣି ଦେଇଥିଲେ।

ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ ହୋଇଥିଲା। ଶାନ୍ତନୁ ବେହେରା ଏହି ଧାରୁଆ ଅସ୍ତ୍ର ଧରି ସୁକିନ୍ଦା ଥାନାରେ ସମର୍ପଣ କରିଥିଲା। ସୁକିନ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ତଦନ୍ତ ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story