ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ସମିତି ସଭ୍ୟ ଗିରଫ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପଞ୍ଚାୟତ ସମିତିସଭ୍ୟ ଗିରଫ ହୋଇଛନ୍ତି। ତେବେ ଗିରଫ ଯୁବକ ଏହି ଅଭିଯୋଗକୁ ଅଶ୍ୱୀକାର କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ରାଜେଶ ବାରଲେଣ୍ଡିଆ। ସୂଚନା ଅନୁଯାୟୀ,ଗତ ନଭେମ୍ବର ମାସରେ ବଲାଙ୍ଗିର ସଦର ଥାନାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ଲିଖିତ ଭାବରେ ଅଭିଯୋଗ ହୋଇ ଥିଲା। ସଦର ପୁଲିସ ବିଭିନ୍ନ ସ୍ଥାନାରେ ଚଢ଼ଉ କରି ତଦନ୍ତ ଜାରି ରଖିଥିଲା । ଗତ ୨୮ ତାରିଖରେ ପୁଲିସ ସମ୍ପୃକ୍ତ […]

rvn

rvn

Tapas Behera
  • Published: Thursday, 30 May 2019
  • Updated: 30 May 2019, 04:39 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପଞ୍ଚାୟତ ସମିତିସଭ୍ୟ ଗିରଫ ହୋଇଛନ୍ତି। ତେବେ ଗିରଫ ଯୁବକ ଏହି ଅଭିଯୋଗକୁ ଅଶ୍ୱୀକାର କରିଛନ୍ତି।

ଗିରଫ ଅଭିଯୁକ୍ତ ହେଲେ ରାଜେଶ ବାରଲେଣ୍ଡିଆ। ସୂଚନା ଅନୁଯାୟୀ,ଗତ ନଭେମ୍ବର ମାସରେ ବଲାଙ୍ଗିର ସଦର ଥାନାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ଲିଖିତ ଭାବରେ ଅଭିଯୋଗ ହୋଇ ଥିଲା। ସଦର ପୁଲିସ ବିଭିନ୍ନ ସ୍ଥାନାରେ ଚଢ଼ଉ କରି ତଦନ୍ତ ଜାରି ରଖିଥିଲା । ଗତ ୨୮ ତାରିଖରେ ପୁଲିସ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ତେବେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଲୋଇସିଂହା ବ୍ଲକ ସରଗାଡ ପଂଚାୟତର ସମିତିସଭ୍ୟ ରାଜେଶ ବାରଲେଣ୍ଡିଆଙ୍କୁ ଗିରଫ କରିଥିଲା ପୁଲିସ । ସଦର ପୁଲିସ ଅପହରଣ, ଦୁଷ୍କର୍ମ ଅଭିଯୋଗ ସହିତ ପୋକେ୍ସା ଆକ୍ଟରେ ମାମଲା ରୁଜୁ କରି ରାଜେଶଙ୍କୁ  କୋର୍ଟ ଚାଲାଣ କରିଛି। ଏଥିସହିତ ନାବାଲିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସେପଟେ ଗିରଫ ସମିତି ସଭ୍ୟଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କ ସହ ତାଙ୍କର ୬ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ନାବାଳିକାଙ୍କୁ  ପରିବାର ଲୋକେ ଅନ୍ୟତ୍ର ବାହା ଦେବା ପାଇଁ ଯୋଜନା କରୁଥିବାରୁ ତାଙ୍କୁ ଘରୁ ନେଇ ଯିବାକୁ ନାବାଳିକା ଜଣକ କହିଥିଲେ ବୋଲି ରାଜେଶ କହିଛନ୍ତି।

ଗତ ନଭେମ୍ବର ମାସରେ ଦୁହେଁ ଘର ଛାଡି ସମ୍ବଲପୁରକୁ ଯାଇ ସେଠାରେ କୁଲି ମଜୁରୀ କରି ଚଳୁଥିଲେ । ଏବେ ନାବାଳିକା ୫ ମାସର ଗର୍ଭବତୀ ଥିବା ମଧ୍ୟ କହିଛନ୍ତି ରାଜେଶ। ସେପଟେ ଝିଅ ନାବାଳିକା ହୋଇଥିବାରୁ ସଦର ପୁଲିସ ରାଜେଶଙ୍କୁ ଗିରଫ କରିବା ପାଇଁ ବାଧ୍ୟ ହୋଇ ଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story