ଶ୍ୱଶୁର ଘରୁ ଚୋରି କରି ଜ୍ୱାଇଁ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ୱଶୁର ଘରୁ ଚୋରି ଅଭିଯୋଗରେ ଜ୍ୱାଇଁକୁ ଗିରଫ କଲା ପୁଲିସ୍‌। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଅଭିଯୁକ୍ତ ଯୁବକଙ୍କୁ ଆଇଗିଣିଆ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୁଲିସ। ସେ ରାଜଧାନୀର ଏକ ନାମିଦାମୀ ହୋଟେଲର କୁକ୍ ଥିବା ସୂଚନା ମିଳିଛି। ଏହି ଚୋରି ମାମଲାର ତଦନ୍ତ ବେଳେ ସିସିଟିଭିରୁ ଜ୍ୱାଇଁର କାରନାମା ଧରାପଡ଼ିଲା। ଶ୍ୱଶୁରଘରୁ ସେ ଚୋରି କରିଥିବା ଗୋଟିଏ ବାଇକ୍ ଓ ସୁନାଗହଣାକୁ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି। ଅଧିକ ସୂଚନାକୁ […]

Handcuffs

Handcuffs

Jitendra Garnayak
  • Published: Wednesday, 31 March 2021
  • Updated: 31 March 2021, 03:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ୱଶୁର ଘରୁ ଚୋରି ଅଭିଯୋଗରେ ଜ୍ୱାଇଁକୁ ଗିରଫ କଲା ପୁଲିସ୍‌। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଅଭିଯୁକ୍ତ ଯୁବକଙ୍କୁ ଆଇଗିଣିଆ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୁଲିସ। ସେ ରାଜଧାନୀର ଏକ ନାମିଦାମୀ ହୋଟେଲର କୁକ୍ ଥିବା ସୂଚନା ମିଳିଛି।

ଏହି ଚୋରି ମାମଲାର ତଦନ୍ତ ବେଳେ ସିସିଟିଭିରୁ ଜ୍ୱାଇଁର କାରନାମା ଧରାପଡ଼ିଲା। ଶ୍ୱଶୁରଘରୁ ସେ ଚୋରି କରିଥିବା ଗୋଟିଏ ବାଇକ୍ ଓ ସୁନାଗହଣାକୁ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story