ଏତଲା ଦେଇ ଫେରିବା ପରେ ମାରିଦେଲେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଥାନାରେ ଏତଲା ଦେଇ ଫେରିବା ପରେ ଜଣେ ବ୍ୟକ୍ତି ଗାଁରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ। ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଗଲା। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଧୁପଲ୍ଲୀ ପଞ୍ଜାୟତର ହୀରାପଲ୍ଲା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ପ୍ରଭାକର ଗୌଡ଼। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଜମିରେ ଗାଁ ଲୋକେ ଜୋରଜବରଦସ୍ତି ପୂର୍ଣ୍ଣାଦି ପକାଇଥିଲେ। ପ୍ରଭାକର ଏହାକୁ ବିରୋଧ କରିଥିଲେ। ସେଥିପାଇଁ ଗାଁର ସାତ […]

deadbody

deadbody

Jitendra Garnayak
  • Published: Thursday, 28 January 2021
  • Updated: 28 January 2021, 01:57 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଥାନାରେ ଏତଲା ଦେଇ ଫେରିବା ପରେ ଜଣେ ବ୍ୟକ୍ତି ଗାଁରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ। ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଗଲା। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଧୁପଲ୍ଲୀ ପଞ୍ଜାୟତର ହୀରାପଲ୍ଲା ଗାଁରେ।

ମୃତ ବ୍ୟକ୍ତିଙ୍କ ନାଁ ପ୍ରଭାକର ଗୌଡ଼। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଜମିରେ ଗାଁ ଲୋକେ ଜୋରଜବରଦସ୍ତି ପୂର୍ଣ୍ଣାଦି ପକାଇଥିଲେ। ପ୍ରଭାକର ଏହାକୁ ବିରୋଧ କରିଥିଲେ। ସେଥିପାଇଁ ଗାଁର ସାତ ଆଠ ଜଣ ଯୁବକ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ଏଣୁ ବାଧ୍ୟ ହୋଇ ସେ ଥାନାକୁ ଯାଇ ସେମାନଙ୍କ ନାଁରେ ଏତଲା ଦେଇଥିଲେ।

ପ୍ରଭାକର ଏତଲା ଦେଇ ଫେରିବା ପରେ କିଛି ଗ୍ରାମବାସୀ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏମିତିକି ଗୁରୁତର ପ୍ରଭାକରଙ୍କୁ ଡାକ୍ତରଖାନା ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ମଧ୍ୟ ଆକ୍ରମଣକାରୀମାନେ ଗାଁରେ ପୂରାଇ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରେ ପରିବାର ଲୋକେ ଅଟୋରେ ତାଙ୍କୁ ପୋଲସରା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story