ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଯୁବତୀଙ୍କୁ ବେଲ୍ଟରେ ପିଟିଲେ ଯୁବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ଏକ ଫିଲ୍ମ ହଲ୍ ପରିସରରେ ଅପ୍ରୀତିକର ଘଟଣା ଘଟିଛି। ସେଠାରୁ ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଜଣ ଯୁବତୀଙ୍କୁ ଜଣେ ଯୁବକ ବେଲ୍ଟରେ ପିଟିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଖାରବେଳନଗର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏହି ତିନି ୩ ଯୁବତୀ ରାଜଧାନୀର ଏକ ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ସେମାନଙ୍କୁ କାହିଁକି ଆକ୍ରମଣ କଲେ, ତାହା ଜଣାପଡ଼ିନାହିଁ।

girl

Jitendra Garnayak
  • Published: Tuesday, 29 January 2019
  • , Updated: 29 January 2019, 07:38 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ଏକ ଫିଲ୍ମ ହଲ୍ ପରିସରରେ ଅପ୍ରୀତିକର ଘଟଣା ଘଟିଛି। ସେଠାରୁ ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଜଣ ଯୁବତୀଙ୍କୁ ଜଣେ ଯୁବକ ବେଲ୍ଟରେ ପିଟିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଖାରବେଳନଗର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

[caption id="attachment_332205" align="aligncenter" width="750"] ଅଟକ ହୋଇଥିବା ଅଭିଯୁକ୍ତ[/caption]

ଏହି ତିନି ୩ ଯୁବତୀ ରାଜଧାନୀର ଏକ ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ସେମାନଙ୍କୁ କାହିଁକି ଆକ୍ରମଣ କଲେ, ତାହା ଜଣାପଡ଼ିନାହିଁ।

Related story