ପ୍ରେମିକାଙ୍କୁ ଦେଖା କରିବାକୁ ବାବା ବେଶରେ ଆସିଥିଲେ ପ୍ରେମିକ, ଆଉ ତା’ପରେ...

ଯାଜପୁର (ଅଭୟ ପତି): ପ୍ରେମିକାକୁ ଭେଟିବାକୁ ଧାରଣ କରିଥିଲେ ବାବା ବେଶ। କିନ୍ତୁ ଫସିଗଲେ। କାରଣ ଲୋକେ ତାଙ୍କୁ ଭାବି ନେଲେ ପିଲା ଚୋର। ଏମିତି ଏକ ଘଟଣା ଆଜି ଘଟିଛି ଯାଜପୁର ଜିଲ୍ଲାରେ। ଧରାପଡ଼ିଥିବା ଛାତ୍ର ଜଣଙ୍କ ଅନୁଗୋଳରେ ଏକ କଲେଜରେ ପଢ଼ନ୍ତି। ସେ ଯୁକ୍ତ ଦୁଇର ଛାତ୍ର। ସେ ବାବ ବେଶ ଧାରଣ କରି ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀକୁ ଆସିଥିଲେ। ତେବେ ତାଙ୍କ ହାବଭାବ […]

babathumb

babathumb

Jitendra Garnayak
  • Published: Saturday, 30 January 2021
  • Updated: 30 January 2021, 02:16 PM IST

Sports

Latest News

ଯାଜପୁର (ଅଭୟ ପତି): ପ୍ରେମିକାକୁ ଭେଟିବାକୁ ଧାରଣ କରିଥିଲେ ବାବା ବେଶ। କିନ୍ତୁ ଫସିଗଲେ। କାରଣ ଲୋକେ ତାଙ୍କୁ ଭାବି ନେଲେ ପିଲା ଚୋର। ଏମିତି ଏକ ଘଟଣା ଆଜି ଘଟିଛି ଯାଜପୁର ଜିଲ୍ଲାରେ।

ଧରାପଡ଼ିଥିବା ଛାତ୍ର ଜଣଙ୍କ ଅନୁଗୋଳରେ ଏକ କଲେଜରେ ପଢ଼ନ୍ତି। ସେ ଯୁକ୍ତ ଦୁଇର ଛାତ୍ର। ସେ ବାବ ବେଶ ଧାରଣ କରି ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀକୁ ଆସିଥିଲେ। ତେବେ ତାଙ୍କ ହାବଭାବ ଦେଖି କିଛି ଲୋକଙ୍କର ସନ୍ଦେହ ହେଲା। ପିଲା ଚୋର ସନ୍ଦେହରେ ଲୋକେ ତାଙ୍କୁ କାବୁ କରି ନେଇଥିଲେ ଓ ପୁଲିସ୍ ଜିମାରେ ଦେଇଥିଲେ।

ପୁଲିସ୍ ଛାତ୍ର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁ ନଥିଲେ। ତେଣୁ ଛାତ୍ର ଜଣଙ୍କ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲେ।

ସ୍ଥାନୀୟ ବାସିନ୍ଦା ସଞ୍ଜୟ ଜେନା କହିଛନ୍ତି, ତାଙ୍କୁ ଦେଖି ମୋର ସନ୍ଦେହ ହେଲା। ମୁଁ ଅଟକାଇବାକୁ ଚେଷ୍ଟା କଲି। କିନ୍ତୁ ସେ ଦୁଇ ପାହୁଣ୍ଡ ଆଗକୁ ଚାଲିଗଲେ। ତା’ପରେ ମୁଁ ତାଙ୍କ ହାତକୁ ଧରି ପକାଇଲି ଓ କେଉଁଠାରୁ ଆସିଛନ୍ତି ବୋଲି ପଚାରିଲି। ସେ ହିମାଳୟରୁ ଆସିଥିବା କଥା କହିଥିଲେ। ବ୍ୟାଗରେ ଥିବା ସମାନ ରଙ୍ଗର ଅଧାକିଲୋ ଚାଉଳ ଓ କେତୋଟି ୫ ଟଙ୍କିଆ କଏନ୍‌ ଦେଖାଇଥିଲେ। ତେବେ ତାଙ୍କ ବୟସ ଏବଂ ଚୁଟି ଓ ଦାଢ଼ି ଦେଖି ସନ୍ଦେହ ହୋଇଥିଲା। ଟାଣି ଦେବାରୁ ଦାଢ଼ି ଖସି ଗଲା। ଏହା ପରେ ଆଖପାଖ ପିଲା ସେଠାରେ ପହଞ୍ଚିଲେ। ତା’ପରେ ତାଙ୍କୁ ପୁଲିସ୍‌କୁ ଦେଇ ଦେଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story