ପୁଅର ତୀର ମାଡ଼ରେ ବାପ ଗୁରୁତର

ରାଇରଙ୍ଗପୁର: ମୟୂରଭଭଞ୍ଜ ଜିଲ୍ଲା ଝରାବାଡ଼ି ଫାଣ୍ଡି ଅନ୍ତର୍ଗତ ଭାଲୁଗଡ଼ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ପୁଅର ମାଡ଼ରେ ବାପ ଗୁରୁତର ଆହତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

arrow-in-baripada

arrow-in-baripada

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 08:27 AM IST

ରାଇରଙ୍ଗପୁର: ମୟୂରଭଭଞ୍ଜ ଜିଲ୍ଲା ଝରାବାଡ଼ି ଫାଣ୍ଡି ଅନ୍ତର୍ଗତ ଭାଲୁଗଡ଼ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ପୁଅର ମାଡ଼ରେ ବାପ ଗୁରୁତର ଆହତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos