‘ଓଟିଭି’କୁ ବଦ୍‌ନାମ ପାଇଁ ଚକ୍ରାନ୍ତ, ପ୍ରତାପ ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ଓଟିଭି’ ଲୋଗୋ ବ୍ୟବହାର କରି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ମିଛ ଖବର ପ୍ରଚାର କରିବା ମାମଲାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ୍ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଉଛି । ଘର ତାଙ୍କର ପାଟଣାଗଡ଼ରେ। ଅଟକ ଥିବା ବ୍ୟକ୍ତି ଜଣଙ୍କ ହିଁ ସୋଶାଲ୍ ମିଡିଆରେ ଏଭଳି ଫେକ୍ ନ୍ୟୁଜ୍‌ ସେୟାର କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ତେବେ […]

high

high

Tapas Behera
  • Published: Tuesday, 27 August 2019
  • Updated: 27 August 2019, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ଓଟିଭି’ ଲୋଗୋ ବ୍ୟବହାର କରି ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ମିଛ ଖବର ପ୍ରଚାର କରିବା ମାମଲାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ୍ ପ୍ରତାପ ସାହୁ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଉଛି । ଘର ତାଙ୍କର ପାଟଣାଗଡ଼ରେ।

ଅଟକ ଥିବା ବ୍ୟକ୍ତି ଜଣଙ୍କ ହିଁ ସୋଶାଲ୍ ମିଡିଆରେ ଏଭଳି ଫେକ୍ ନ୍ୟୁଜ୍‌ ସେୟାର କରିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ତେବେ ଅଭିଯୁକ୍ତ କେବଳ ଏହି ଖବରକୁ ସେୟାର କରିଛି ନାଁ ଏହା ପଛରେ କିଛି ସୁଚିନ୍ତିନ୍ତ ଷଡ଼ଯନ୍ତ୍ର କାମ କରୁଛି ସେନେଇ ଖୋଳତାଡ଼ ଚାଲିଛି।

ଓଟିଭି ଲୋଗୋ ଥାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟସଂପର୍କିତ ମିଥ୍ୟା ତଥା ବିଭ୍ରାନ୍ତିମୂଳକ ଖବର ବିଭିନ୍ନ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଭାଇରାଲ୍ ହେଉଥିବା ଜାଣି ଓଟିଭି ପକ୍ଷରୁ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ତଦନ୍ତରୁ ପ୍ରତାପ ହିଁ ଏହି ଖବରକୁ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଭାଇରାଲ୍ କରିଥିବା କହିଛନ୍ତ ଭୁବନେଶ୍ୱର ଡିସିପି।

ଏଠି ପ୍ରଶ୍ନ ଏଭଳି ମିଥ୍ୟା ଖବରକୁ ଭାଇରାଲ୍ କରି ଓଟିଭିକୁ ବଦ୍‌ନାମ କରିବା ପଛରେ ରହିଛି କି ଉଦ୍ଦେଶ୍ୟ? ଏଥିରେ କେବଳ ପ୍ରତାପ ସଂପୃକ୍ତ ନାଁ ୟା ପଛରେ ଥିବା ଷଡ଼ଯନ୍ତ୍ରରେ କେବଳ ସେ ଏକ ମୋହରା ମାତ୍ର? କାରଣ ଏଭଳି ଖବର ଓଟିଭି ପ୍ରସାରଣ କରି ନାହିଁ, ଏହା ଏକ ଫେକ୍ ନ୍ୟୁଜ୍‌ ଏବଂ ଏହାକୁ ସେୟାର ନକରିବାକୁ ଗତ ୨୫ ତାରିଖରେ ‘ଓଟିଭି’ର ସୋଶାଲ୍ ମିଡିଆ ସାଇଟ୍‌ରେ ସ୍ପଷ୍ଟୀକରଣ ସହ ଅନୁରୋଧ ମଧ୍ୟ କରାଯାଇଥିଲା ।

ହେଲେ ଏହା ସତ୍ତ୍ୱେ ମଧ୍ୟ କିଛି ଲୋକ ଏବେ ବି ମନ୍ଦ ଉଦ୍ଦେଶ୍ୟ ରଖି ଏହି ଖବରକୁ ସୋଶାଲ୍ ମିଡିଆରେ ସେୟାର କରି ଚାଲିଛନ୍ତି । ଖାଲି ସେୟାର କରୁନାହାନ୍ତି, ଏଥି ସହିତ ପୋଷ୍ଟରେ ଦେଉଥିବା କମେଣ୍ଟରୁ ‘ଓଟିଭି’କୁ ବଦ୍‌ନାମ୍ କରିବା ପାଇଁ ହି ଯୋଜନାବଦ୍ଧ ଉଦ୍ୟମ ଥିବା ସ୍ପଷ୍ଟ ଜଣାପଡୁଛି ।  ଆଇନ୍‌ଜୀବୀଙ୍କ ମତରେ କାହାର ଲୋଗୋର ଅପବ୍ୟବାର କରି ବଦ୍‌ନାମ କରିବା ଭଳି ଅପରାଧ ପାଇଁ ଅଭିଯୁକ୍ତଙ୍କ ବିରୋଧରେ ସ୍ଥଳ ବିଶେଷରେ ୩ ବର୍ଷରୁ ଦଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story