ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରା ପିତାପାଣିଆ ଗାଁର ସତ୍ୟଜିତ ମହାରଣା। ଗତକାଲି ରାତିରେ ସତ୍ୟଜିତ ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ଗାଁରୁ ମେଲୋଡି ଦେଖି ଫେରିବା ବେଳେ କୁପାରୀ ଦାନ୍ତିଆ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ସକାଳେ ପ୍ରଥମେ ଖବର ଆସିଥିଲା ଯେ ତାଙ୍କୁ ହତ୍ୟା କରାଯାଇଛି। ତେବେ ପୋଲିସ ସ୍ପଷ୍ଟ କରିଛି ଯେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

murder

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 10:47 AM IST

Related story