କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଗତକାଲି ନିଖୋଜ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶେଖ୍ ସାଧୁ। ଗତକାଲି ନଦୀରେ ଗାଧୋଉଥିବା ସମୟରେ ଶେଖ୍‌ଙ୍କ ସମେତ ୪ ଜଣ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି କିଛି ବାଟରେ ଏକ ବୁଦାରେ ଲାଗିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ଶେଖ୍ ଓ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ […]

DeadBody

DeadBody

Jitendra Garnayak
  • Published: Sunday, 08 August 2021
  • Updated: 08 August 2021, 10:41 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଗତକାଲି ନିଖୋଜ ହୋଇ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶେଖ୍ ସାଧୁ।

ଗତକାଲି ନଦୀରେ ଗାଧୋଉଥିବା ସମୟରେ ଶେଖ୍‌ଙ୍କ ସମେତ ୪ ଜଣ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି କିଛି ବାଟରେ ଏକ ବୁଦାରେ ଲାଗିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ଶେଖ୍ ଓ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ।

ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଶେଖ୍‌ ସାଧୁଙ୍କର ପତ୍ତା ମିଳି ନଥିଲା।

ଆଜି ସକାଳେ ଏକ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ମୃତଦେହଟିକୁ ଉଦ୍ଧାର କରିବା ପରେ ଏହା ଶେଖ ସାଧୁଙ୍କର ବୋଲି ଜଣାପଡ଼ିଥିଲା। ନଦୀରେ ଭାସି ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story