ଦୁଇ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜଳପ୍ରପାତରେ ବୁଡ଼ି ଗଲେ ବାପା

ଭବାନୀପାଟଣା (ରାଜକୁମାର ସିଂହଦେଓ): ଦୁଇ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଫୁର୍ଲିଝରଣ ଜଳପ୍ରପାପତରେ। ଦିନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର କୁମାର। ତାଙ୍କ ଘର ଟିଟିଲାଗଡ଼ରେ। ଆଜି ଜିତେନ୍ଦ୍ରଙ୍କ ପରିବାର ସହିତ ଆଉ ଦୁଇଟି ପରିବାର ଫୁର୍ଲିଝରଣ ଜଳପ୍ରପାତ ବୁଲିବାକୁ ଆସିଥିଲେ। ଏହି ସମୟରେ ଜିତେନ୍ଦ୍ରଙ୍କ ଦୁଇ ନାବାଳକ ପୁଅ ଜଳପ୍ରପାତରେ ପଡ଼ି […]

deadbody

deadbody

Jitendra Garnayak
  • Published: Thursday, 23 December 2021
  • Updated: 23 December 2021, 04:16 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): ଦୁଇ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଫୁର୍ଲିଝରଣ ଜଳପ୍ରପାପତରେ। ଦିନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିଲା।

ମୃତ ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର କୁମାର। ତାଙ୍କ ଘର ଟିଟିଲାଗଡ଼ରେ। ଆଜି ଜିତେନ୍ଦ୍ରଙ୍କ ପରିବାର ସହିତ ଆଉ ଦୁଇଟି ପରିବାର ଫୁର୍ଲିଝରଣ ଜଳପ୍ରପାତ ବୁଲିବାକୁ ଆସିଥିଲେ। ଏହି ସମୟରେ ଜିତେନ୍ଦ୍ରଙ୍କ ଦୁଇ ନାବାଳକ ପୁଅ ଜଳପ୍ରପାତରେ ପଡ଼ି ଯାଇଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ରଙ୍କ ଜୀବନ ଯାଇଥିଲା।

ଜଳପ୍ରପାତରେ ପଡ଼ିଯାଇଥିବା ଜିତେନ୍ଦ୍ରଙ୍କର ଦୁଇ ପୁଅଙ୍କୁ ସେଠାରେ ଉପସ୍ଥିତ ଲୋକେ ଉଦ୍ଧାର କରିଥିଲେ। କିନ୍ତୁ ଜିତେନ୍ଦ୍ରଙ୍କୁ ସଠିକ୍ ସମୟରେ ଉଦ୍ଧାର କରାଯାଇ ପାରି ନଥିଲା।

ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରାଯାଇ ଭବାନୀପାଟଣା ଡାକ୍ତରଖାନା ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭବାନୀପାଟଣା ସଦର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story