ବାରହା ପାଇଁ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ଯୁବକ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବାରହା ଶିକାର ପାଇଁ ଆଳୁ ବଗିଚାରେ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ନିଜେ ଶିକାରୀ। ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଛନ୍ତି ଯୁବକ। ଏପରି ଦୁଃଖଦ ଘଟଣା  ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମରେ ଘଟିଛି।  ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମର  ପ୍ରଦୀପ ପ୍ରଧାନ। ମିଳିଥିବା ସୂଚନା ଅନୁଯାୟୀ, ଝରାନାଳୀ ଗ୍ରାମର ଇଶ୍ୱର ପ୍ରଧାନ ଓ ତାଙ୍କ ଭାଇ ରଶାନନ୍ଦ ପ୍ରଧାନ […]

barha

barha

Niharika Rout
  • Published: Saturday, 09 January 2021
  • Updated: 09 January 2021, 12:15 PM IST

Sports

Latest News

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବାରହା ଶିକାର ପାଇଁ ଆଳୁ ବଗିଚାରେ ବିଛାଇଥିବା ବିଦ୍ୟୁତ୍‌ ଜାଲରେ ପଡ଼ିଗଲେ ନିଜେ ଶିକାରୀ। ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଛନ୍ତି ଯୁବକ। ଏପରି ଦୁଃଖଦ ଘଟଣା  ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମରେ ଘଟିଛି।  ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଶ୍ୟାମପାଲି ଝରାନାଳି ଗ୍ରାମର  ପ୍ରଦୀପ ପ୍ରଧାନ।

ମିଳିଥିବା ସୂଚନା ଅନୁଯାୟୀ, ଝରାନାଳୀ ଗ୍ରାମର ଇଶ୍ୱର ପ୍ରଧାନ ଓ ତାଙ୍କ ଭାଇ ରଶାନନ୍ଦ ପ୍ରଧାନ ଗାଁ ଜଙ୍ଗଲ ନିକଟରେ ମିଳିତ ଭାବେ ଏକ ବଗିଚା କରିବା ସହ ସେଠାରେ ଆଳୁ, ପିଆଜ ଓ ଶୋରିଷ ଆଦି ବିଭିନ୍ନ ଚାଷ କରୁଥିଲେ। ତେବେ ଉକ୍ତ ବଗିଚା ଦେଇ ବିଭିନ୍ନ ସମୟରେ ଜଙ୍ଗଲି ବାରହା ଯାତାୟତ କରିଥାନ୍ତି।

ତେଣୁ ବାରହା ଶିକାର ଉଦ୍ଦେଶ୍ୟରେ ଗତ ଗୁରୁବାର ରାତ୍ରୀରେ ସେଠାରେ ଈଶ୍ୱରଙ୍କ ପୁଅ ପ୍ରଦୀପ ପ୍ରଧାନ ଓ ତାଙ୍କ ସମ୍ପର୍କୀୟ ଭାଇ ବିଦ୍ୟୁତ୍‌ ତାର ବିଛାଇଥିଲେ। ଏହାପରେ  ଗତକାଲି ସକାଳେ   ପ୍ରଦୀପ ଉକ୍ତ ବଗିଚାକୁ ଯାଇଥିବା ବେଳେ ଅସାବଧାନତାବଶତଃ  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ରାତି ପର୍ଯ୍ୟନ୍ତ ପ୍ରଦୀପ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଏହାପରେ ଆଜି ସକାଳେ ତାଙ୍କ ମୃତଦେହ ଠାବ କରାଯାଇଥିଲା।

ମୃତ ପ୍ରଦୀପ ରିଆମାଳ ବନାଞ୍ଚଳରେ ଜଣେ ପ୍ଲାଣ୍ଟେସନ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଏ ସମ୍ପର୍କରେ ପରିବାର ଲୋକେ ରିଆମାଳ ଥାନା ପୁଲିସ୍‌କୁ ସୂଚନା ଦେବାପରେ ପୁଲିସ୍‌ ସେଠାରେ ପହଞ୍ଚି ମୃତଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story