ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା, ଆଠ ଦିନ ପରେ ବାହା ହୋଇଥାଆନ୍ତେ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାରେ ଘଟି ଯାଇଛି ଏକ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ପୁଣି ତାଙ୍କ ଘରେ ଘଟିଛି ଏହି ହତ୍ୟାକାଣ୍ଡ। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକଙ୍କ ନାଁ ସତ୍ୟଜିତ ପାତ୍ର। ତାଙ୍କୁ ପ୍ରାୟ ୨୬ ବର୍ଷ ହେବ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ସିମର ଗାଁରେ। ସତ୍ୟଜିତ୍‌ଙ୍କୁ ନରେନ୍ଦ୍ର ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନରେନ୍ଦ୍ର […]

death

death

Jitendra Garnayak
  • Published: Wednesday, 30 January 2019
  • Updated: 30 January 2019, 11:33 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାରେ ଘଟି ଯାଇଛି ଏକ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ପୁଣି ତାଙ୍କ ଘରେ ଘଟିଛି ଏହି ହତ୍ୟାକାଣ୍ଡ। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।

houseମୃତ ଯୁବକଙ୍କ ନାଁ ସତ୍ୟଜିତ ପାତ୍ର। ତାଙ୍କୁ ପ୍ରାୟ ୨୬ ବର୍ଷ ହେବ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ସିମର ଗାଁରେ।

ସତ୍ୟଜିତ୍‌ଙ୍କୁ ନରେନ୍ଦ୍ର ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ନରେନ୍ଦ୍ର ତାଙ୍କରି ଘରେ ରହି କାମ କରୁଥିଲା।

ଅଭିଯୋଗ ଅନୁଯାୟୀ, ନରେନ୍ଦ୍ର ସବୁ ବେଳେ ମଦ ପିଏ। ଗତକାଲି ରାତିରେ ବି ସେ ମଦ ପିଇଥିଲା। ଏ ମଦ ପିଆକୁ ନେଇ ସତ୍ୟଜିତ୍ ଓ ନରେନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି କାରଣରୁ ସେ ରାତିରେ ସତ୍ୟଜିତଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା କୁହାଯାଉଛି। ତାଙ୍କ ବେକର ପ୍ରାୟ ୭୦ ପ୍ରତିଶତ କଟିଯାଇଛି।

ଅଭିଯୁକ୍ତ ଫେରାର ଅଛି। ତେବେ ହତ୍ୟା କରିବା ପରେ ସେ ଘରର କାନ୍ଥରେ ଲେଖିଛନ୍ତି- ମୁଁ ତାଙ୍କୁ ଏତିକି କହିଥିଲି, ମୁଁ ଯଦି ମଦ ଖାଇଲି ତମେ ବେଶ୍ ଭଡ଼କି ଯାଉଛ। ଏହା ଅଭିଯୁକ୍ତ ହିଁ ଲେଖିଛି ବୋଲି ଅଭିଯୋଗ ହୋଇଛି।

pradeshଏହା ବି ଜଣାପଡ଼ିଛି ଯେ ସତ୍ୟଜିତ୍‌ଙ୍କ ବାହାଘର ଠିକ୍ ହୋଇଯାଇଥିଲା। ଆଉ ଆଠ ଦିନ ପରେ ସେ ବାହା ହୋଇଥାଆନ୍ତେ।

ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story