ସମ୍ବଲପୁର ଫାଟକ ନିକଟରୁ ଉଦ୍ଧାର ଯୁବକଙ୍କ ମୃତ୍ୟୁ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁରର ଫାଟକ ନିକଟରୁ ଗୁରୁତର ଅବସ୍ଥାରେ ଆଜି ସକାଳେ ଉଦ୍ଧାର ହୋଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି ।  ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ପଟ୍ଟନାୟକ। ସନ୍ତୋଷଙ୍କୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ସକାଳୁ ସନ୍ତୋଷଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲ। । ତେବେ କିଏ, କାହିଁକି […]

deadbody

deadbody

Niharika Rout
  • Published: Thursday, 25 July 2019
  • Updated: 25 July 2019, 01:42 PM IST

Sports

Latest News

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁରର ଫାଟକ ନିକଟରୁ ଗୁରୁତର ଅବସ୍ଥାରେ ଆଜି ସକାଳେ ଉଦ୍ଧାର ହୋଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି ।  ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ପଟ୍ଟନାୟକ।

ସନ୍ତୋଷଙ୍କୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ସକାଳୁ ସନ୍ତୋଷଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲ। । ତେବେ କିଏ, କାହିଁକି ଯୁବକଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos