ଚାଷ ଜମିକୁ ଯାଇଥିଲେ, ଭାଲୁ ମାଡ଼ି ବସିଲା

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ବିଶିବାହଲ ଗାଁରେ ଜଣେ ଯୁବକଙ୍କୁ ଭାଲୁ ଆକ୍ରମଣ କରିଛି। ତାଙ୍କ ନାଁ ପବିତ୍ର ମାଝୀ।   ଆଜି ସକାଳ ପ୍ରାୟ ୬ଟା ବେଳେ ପବିତ୍ର ତାଙ୍କ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ତେବେ ପାଖ ଜମିରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ପବିତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଭାଲୁକୁ ଜଙ୍ଗଲକୁ ଘୋଉଡ଼ାଇ ଦିଆଯାଇଛି। […]

bear

bear

Jyoshna Pradhan
  • Published: Thursday, 20 June 2019
  • Updated: 20 June 2019, 08:19 AM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା ବିଶିବାହଲ ଗାଁରେ ଜଣେ ଯୁବକଙ୍କୁ ଭାଲୁ ଆକ୍ରମଣ କରିଛି। ତାଙ୍କ ନାଁ ପବିତ୍ର ମାଝୀ।

ଆଜି ସକାଳ ପ୍ରାୟ ୬ଟା ବେଳେ ପବିତ୍ର ତାଙ୍କ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ତେବେ ପାଖ ଜମିରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ପବିତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଭାଲୁକୁ ଜଙ୍ଗଲକୁ ଘୋଉଡ଼ାଇ ଦିଆଯାଇଛି। ଭାଲୁଟି ନିକଟସ୍ଥ ସୁନାବେଡା ଅଭୟାରଣ୍ୟରୁ ଆସିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story