ସନ୍ଦେହ ହେଲା ମାତ୍ରେ ପିଟୁଛନ୍ତି; ଜଣେ ନଦୀକୁ ଡେଇଁ ପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ପିଲାଚୋର ଆତଙ୍କ। ସାରା ରାଜ୍ୟରେ ଏହା ଦିନକୁ ଦିନ ବ୍ୟାପି ଚାଲିଛି। ପିଲାଚୋର ସନ୍ଦେହରେ କେଉଁଠି ଲୋକେ  ସଂଘବଦ୍ଧ ଆକ୍ରମଣ କରୁଛନ୍ତି ତ,ଆଉ କେଉଁଠି ବାନ୍ଧି ନିସ୍ତୁକ ପିଟୁଛନ୍ତି। କଟକର ଯୋବ୍ରା ଅଞ୍ଚଳରେ  ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଯୁବକ ଜଣକ ଯୋବ୍ରା ଅଞ୍ଚଳରେ ବୁଲୁଥିବା ବେଳେ ପିଲା ଚୋର ଭାବି ସନ୍ଦେହରେ ଲୋକେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଯୁବକ […]

thief

thief

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 09:28 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ପିଲାଚୋର ଆତଙ୍କ। ସାରା ରାଜ୍ୟରେ ଏହା ଦିନକୁ ଦିନ ବ୍ୟାପି ଚାଲିଛି। ପିଲାଚୋର ସନ୍ଦେହରେ କେଉଁଠି ଲୋକେ  ସଂଘବଦ୍ଧ ଆକ୍ରମଣ କରୁଛନ୍ତି ତ,ଆଉ କେଉଁଠି ବାନ୍ଧି ନିସ୍ତୁକ ପିଟୁଛନ୍ତି।

କଟକର ଯୋବ୍ରା ଅଞ୍ଚଳରେ  ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଯୁବକ ଜଣକ ଯୋବ୍ରା ଅଞ୍ଚଳରେ ବୁଲୁଥିବା ବେଳେ ପିଲା ଚୋର ଭାବି ସନ୍ଦେହରେ ଲୋକେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଯୁବକ ଜଣକ ଭୟରେ ମହାନଦୀକୁ ଡେଇଁ ପଡ଼ିଥିଲେ। ଖବରପାଇ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକ ଜଣଙ୍କ ମାନସିକ ବିକୃତି ଥିବା ଜଣାପଡ଼ିଛି।

ପିଲାଚୋର ସନ୍ଦେହରେ ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କୁ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଯୁବକ ଜଣକ ପଞ୍ଚମା ଗାଁରେ ବୁଲୁଥିବା ବେଳେ, ତାଙ୍କୁ ପିଲାଚୋର ସନ୍ଦେହରେ ଗ୍ରାମବାସୀ ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ଲୋକେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ।  ତା’ପରେ ତାଙ୍କ ହାତକୁ ଦଉଡିରେ ବାନ୍ଧି ଗାଁ ବୁଲାଇଥିଲେ।

ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଚାନ୍ଦିପୁର ବେଳାଭୂମିରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ଲୋକେ। ସଂପୃକ୍ତ ଯୁବକଙ୍କ ନିକଟରେ ଏକ ଛୁରୀ ମଧ୍ୟ ଥିବା ଲୋକେ ଅଭିଯୋଗ କରିଥିଲେ।  ଘଟଣାଟି ଗତ ସୋମବାର ଦିନ ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସେହିପରି ବୌଦ୍ଧ ଜିଲ୍ଲାର ତିନୋଟି  ସ୍ଥାନରେ ପିଲା ଚୋର ଗୁଜବ ଦେଖିବାକୁ ମିଳିଛି। ମଥୁରା ଗାଁରେ ପିଲା ଚୋର ସନ୍ଦେହରେ ଜଣେ ମହିଳାଙ୍କୁ  ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ। ପୋଲିସ୍ ମହିଳା ଜଣଙ୍କୁ ଉଦ୍ଧାର କରି ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା।ମନୁମୁଣ୍ଡା ଥାନା କପାସିରା ଗାଁରେ ପିଲା ଚୋର ସନ୍ଦେହରେ ଦୁଇ ଜଣ ବିହାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଲୋକେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଉଁଶୁଣି ଏବଂ ଦହ୍ୟାରେ ପିଲା ଚୋର ସନ୍ଦେହରେ ଜଣେ ଅଚିହ୍ନା  ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖିବା ପରେ ଛାଡ଼ି ଦେଇଛନ୍ତି।

ରାଜ୍ୟ ପୋଲିସ୍‌ ପକ୍ଷରୁ ସଚେତନ କରାଯିବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଲୋକେ ପିଲା ଚୋର ସନ୍ଦେହରେ ଏମିତି ଆକ୍ରମଣ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story