ନବବଧୂର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଦେଲେ ଯୁବକ

<p>ଭଞ୍ଜନଗର (ପ୍ରଦୀପ ସ୍ୱାଇଁ ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ଜଣେ ନବବଧୂକୁ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ସୂଚନା ଅନୁସାରେ, ବାହାଘରର ୧୦ ଦିନ ପରେ ନବବଧୂ ଜଣଙ୍କ ସ୍ୱାମୀଙ୍କ ସହ ତାଙ୍କ ବାପ ଘରକୁ ଆସିଥିଲେ। ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡ଼ାବାଡ଼ି ଗାଁରେ ତାଙ୍କ ବାପ ଘର। ଯୁବକ ଜଣଙ୍କ ମଧ୍ୟ ସେହି ଗାଁର। ଯୁବକ ଜଣଙ୍କ ହଠାତ୍ ଆଜି ତାଙ୍କ ଘରେ ପଶି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍&zwnj; ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Thursday, 26 July 2018
  • Updated: 26 July 2018, 11:39 AM IST

Sports

Latest News

<p>ଭଞ୍ଜନଗର (ପ୍ରଦୀପ ସ୍ୱାଇଁ ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ଜଣେ ନବବଧୂକୁ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p><p>ସୂଚନା ଅନୁସାରେ, ବାହାଘରର ୧୦ ଦିନ ପରେ ନବବଧୂ ଜଣଙ୍କ ସ୍ୱାମୀଙ୍କ ସହ ତାଙ୍କ ବାପ ଘରକୁ ଆସିଥିଲେ। ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡ଼ାବାଡ଼ି ଗାଁରେ ତାଙ୍କ ବାପ ଘର। ଯୁବକ ଜଣଙ୍କ ମଧ୍ୟ ସେହି ଗାଁର। ଯୁବକ ଜଣଙ୍କ ହଠାତ୍ ଆଜି ତାଙ୍କ ଘରେ ପଶି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍&zwnj; ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos