ପୋଢ଼ କିଣିବାକୁ ଯାଇଥିଲେ, ଫେରିଲା ବେଳେ ଗୁଳି କରିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୋଢ଼ କିଣିବାକୁ ଯାଇଥିଲେ। ଆଉ ଘରକୁ ଫେରିଲେନି। କାରଣ ଫେରିଲା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ତାଙ୍କ ଜୀବନ। ଘଟଣାଟି ଘଟିଛି ଭୁବନ ଥାନା ଅଞ୍ଚଳରେ। ମୃତ ଚାଷୀଙ୍କ ନାଁ ଗୋବିନ୍ଦ ବେହେରା। ତାଙ୍କ ଘର ଭୁବନ ଥାନା ଅନ୍ତର୍ଗତ କୁନିନ୍ଦାରେ। ସେ ଓ ତାଙ୍କର ଦୁଇ ଜଣ ସାଥୀ ଗତକାଲି ଯାଜପୁରର ଗୁହିଆଶାଳ ଦେଓଗାଁକୁ ପୋଢ଼ କିଣିବାକୁ ଯାଇଥିଲେ। ତେବେ ପୋଢ଼ କିଣି ନଥିଲେ। ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ […]

Firing

Firing

Jitendra Garnayak
  • Published: Friday, 08 January 2021
  • Updated: 08 January 2021, 02:43 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୋଢ଼ କିଣିବାକୁ ଯାଇଥିଲେ। ଆଉ ଘରକୁ ଫେରିଲେନି। କାରଣ ଫେରିଲା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ତାଙ୍କ ଜୀବନ। ଘଟଣାଟି ଘଟିଛି ଭୁବନ ଥାନା ଅଞ୍ଚଳରେ।

ମୃତ ଚାଷୀଙ୍କ ନାଁ ଗୋବିନ୍ଦ ବେହେରା। ତାଙ୍କ ଘର ଭୁବନ ଥାନା ଅନ୍ତର୍ଗତ କୁନିନ୍ଦାରେ। ସେ ଓ ତାଙ୍କର ଦୁଇ ଜଣ ସାଥୀ ଗତକାଲି ଯାଜପୁରର ଗୁହିଆଶାଳ ଦେଓଗାଁକୁ ପୋଢ଼ କିଣିବାକୁ ଯାଇଥିଲେ। ତେବେ ପୋଢ଼ କିଣି ନଥିଲେ। ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ବେଳେ ବାଟରେ ଚାରି ଜଣ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୋବିନ୍ଦଙ୍କ ପେଟରେ ଗୁଳି ବାଜିଥିଲା। ଗୁଳିମାରିବା ପରେ ଦୁର୍ବୃତ୍ତମାନେ ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇ ଯାଇଥିଲେ।

ଅନ୍ୟ ଦୁଇ ବ୍ୟକ୍ତି ଘଟଣା ସଂପର୍କରେ ଗୋବିନ୍ଦଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଗୋବିନ୍ଦଙ୍କୁ ପ୍ରଥମେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଘଟଣା ସଂପର୍କରେ ଗୋବିନ୍ଦଙ୍କ ପରିବାର ଲୋକେ ଭୁବନ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଛାନ୍‌ଭିନ୍ ଆରମ୍ଭ କରିଛି। ଗୋବିନ୍ଦ ଟଙ୍କା ଧରି ପୋଢ଼ କିଣିବାକୁ ଯାଇଥିବା କଥା ଆଖପାଖ ଲୋକ ଜାଣିଥିଲେ। ତେଣୁ କେହି ଜାଣିଥିବା ଲୋକ ଏହି କାଣ୍ଡ ଘଟାଇଥିବା ଗୋବିନ୍ଦଙ୍କ ପୁଅ ଆଶଙ୍କା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story