ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା

ପୁରୀ: ପୁରୀ-ବ୍ରହ୍ମଗିରି ରାସ୍ତାର କୋଇଲାଅଡ଼ା ଛକରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି। ତାଙ୍କ ଘର ଖଡ଼ିପଦାରେ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସେ ଘରକୁ ଫେରି ନ ଥିଲେ।  ଗତକାଲି ବିଳମ୍ବିତ ରାତିରେ କେହି ଦୁବୁର୍ତ୍ତ ତାକୁ ହତ୍ୟା କରି ବିଚ୍ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୁଣ୍ଡ ଓ ହାତରେ କଟା ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।  ପୁରୀ ସଦର ଥାନା ପୋଲିସ […]

murder

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 12:13 PM IST

ପୁରୀ: ପୁରୀ-ବ୍ରହ୍ମଗିରି ରାସ୍ତାର କୋଇଲାଅଡ଼ା ଛକରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି। ତାଙ୍କ ଘର ଖଡ଼ିପଦାରେ ବୋଲି ଜଣାପଡ଼ିଛି। ଗତକାଲିଠାରୁ ସେ ଘରକୁ ଫେରି ନ ଥିଲେ।  ଗତକାଲି ବିଳମ୍ବିତ ରାତିରେ କେହି ଦୁବୁର୍ତ୍ତ ତାକୁ ହତ୍ୟା କରି ବିଚ୍ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଯୁବକଙ୍କ ମୁଣ୍ଡ ଓ ହାତରେ କଟା ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।  ପୁରୀ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Related story