ସ୍ତ୍ରୀ ଓ ପୁଅକୁ ମାରି ପୋତି ଦେଲା ସ୍ୱାମୀ, ତା’ପରେ…

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମାଡ଼ିସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଅଭୟ ମାଝୀ (୨୫) ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଓ ୯ମାସର ପୁଅକୁ ତଣ୍ଟିଚିପି ହତ୍ୟା କରିଛି । ଏହାପରେ  ଶବକୁ  ନିଜ ବାଡ଼ିରେ ପୋତି ଦେଇଥିଲା।  ତେବେ ପୋତାଯାଇଥିବା ଶବ  ନିକଟରୁ ଦୁର୍ଗନ୍ଧ ବାହାରିବାରୁ ଗତକାଲି  ଏହି ଘଟଣା ଜଣାପଡ଼ିଥିଲା। ଗତ  ୨୪ ତାରିଖରେ ଏହି ଘଟଣା ଘଟିଥିଲା।

ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳକୁ ଯାଇ ଗଳିତ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ  ଅଭିଯୁକ୍ତ ଅଭୟଙ୍କୁ ପୋଲିସ ଗିରଫ କରିଛି।

ଗତ ୬ ବର୍ଷ ତଳେ ଅଭୟ ନାନ୍ଦପୁର ଗାଁର  ପଦ୍ମାବତୀଙ୍କୁ  ବିବାହ କରିଥିଲେ।

Ordigital Desk
• Published: Thursday, 01 March 2018
• Updated: 01 March 2018, 09:41 AM IST

Sports

Latest News

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମାଡ଼ିସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଅଭୟ ମାଝୀ (୨୫) ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଓ ୯ମାସର ପୁଅକୁ ତଣ୍ଟିଚିପି ହତ୍ୟା କରିଛି । ଏହାପରେ  ଶବକୁ  ନିଜ ବାଡ଼ିରେ ପୋତି ଦେଇଥିଲା।  ତେବେ ପୋତାଯାଇଥିବା ଶବ  ନିକଟରୁ ଦୁର୍ଗନ୍ଧ ବାହାରିବାରୁ ଗତକାଲି  ଏହି ଘଟଣା ଜଣାପଡ଼ିଥିଲା। ଗତ  ୨୪ ତାରିଖରେ ଏହି ଘଟଣା ଘଟିଥିଲା।

ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳକୁ ଯାଇ ଗଳିତ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ  ଅଭିଯୁକ୍ତ ଅଭୟଙ୍କୁ ପୋଲିସ ଗିରଫ କରିଛି।

ଗତ ୬ ବର୍ଷ ତଳେ ଅଭୟ ନାନ୍ଦପୁର ଗାଁର  ପଦ୍ମାବତୀଙ୍କୁ  ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos