ସାବିତ୍ରୀ ପୂଜା ସାରି ଫେରିବା ବେଳକୁ ପାଇଲେ ସ୍ୱାମୀଙ୍କ ମୃତ୍ୟୁ ଖବର

ଆଠଗଡ଼ (ନୀଳକଣ୍ଠ ଦୋରା): ସ୍ୱାମୀଙ୍କ ଆଶୁ ଆରୋଗ୍ୟ ସହିତ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାପାଠ ସାରି ଘରକୁ ଫେରିବା ବେଳକୁ ପାଇଲେ ସ୍ୱାମୀଙ୍କ ମୃତ୍ୟୁ ଖବର। ପବିତ୍ର ସାବିତ୍ରୀ ବ୍ରତରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ରାଜଗନର ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ମାୟାଧର ପ୍ରଧାନ। ଅସୁସ୍ଥ ଅନୁଭବ କରିବାରୁ ତାଙ୍କ କୋଭିଡ୍ ଟେଷ୍ଟ୍ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମାଧପୁର ସ୍ଥିତ ଜିମ୍ସାର […]

Victim

Victim

Jitendra Garnayak
  • Published: Thursday, 10 June 2021
  • Updated: 10 June 2021, 02:39 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ସ୍ୱାମୀଙ୍କ ଆଶୁ ଆରୋଗ୍ୟ ସହିତ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାପାଠ ସାରି ଘରକୁ ଫେରିବା ବେଳକୁ ପାଇଲେ ସ୍ୱାମୀଙ୍କ ମୃତ୍ୟୁ ଖବର। ପବିତ୍ର ସାବିତ୍ରୀ ବ୍ରତରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ରାଜଗନର ଗାଁରେ।

ମୃତ ବ୍ୟକ୍ତିଙ୍କ ନାଁ ମାୟାଧର ପ୍ରଧାନ। ଅସୁସ୍ଥ ଅନୁଭବ କରିବାରୁ ତାଙ୍କ କୋଭିଡ୍ ଟେଷ୍ଟ୍ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମାଧପୁର ସ୍ଥିତ ଜିମ୍ସାର କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉଥିଲା। କିନ୍ତୁ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସେ ଆଜି ବୁଜି ଦେଇଥିଲେ।

ମାୟାଧରଙ୍କ ମୃତ୍ୟୁ ହୋଇଥିବା ନେଇ ସକାଳେ ମେଡିକାଲ୍ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ଆଜି ଭଳି ଦିନରେ ସ୍ୱାମୀଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପତ୍ନୀ ବିଳାସିନୀ ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story