ଟ୍ରେନ୍‌ରେ ଯୁବତୀଙ୍କୁ ଦୁର୍ବ୍ୟବହାର; ଟ୍ୱିଟରରେ ଆକ୍ସନ୍‌

ଭୁବନେଶ୍ୱର:  ଟ୍ୱିଟରରେ ଆକ୍ସନ। ସୋସିଆଲ୍ ମିଡିଆ ଓ ରେଳ ବିଭାଗ ତ୍ୱରିତ ପଦକ୍ଷେପ ଯୋଗୁଁ ଧରାପଡ଼ିଲା ଦୁର୍ବ୍ୟବହାରକାରୀ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଟ୍ରେନ୍‌ରେ ଜଣେ ଛାତ୍ରୀଙ୍କୁ ଖୋର୍ଦ୍ଧା ଉଦୟଗିରି ବାଣୀପ୍ରସାଦ ମହାନ୍ତି ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଏହାର ବିରୋଧ କରିଥିଲେ। ତେବେ ଏହା ପରେ ମଧ୍ୟ ବାଣୀପ୍ରସାଦ ତାଙ୍କୁ ଦୁର୍ବ୍ୟବହାର କରି ଚାଲି ଥିଲେ। ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଛାତ୍ରୀ ଜଣଙ୍କ। […]

sym

sym

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:22 PM IST

Sports

Latest News

ଭୁବନେଶ୍ୱର:  ଟ୍ୱିଟରରେ ଆକ୍ସନ। ସୋସିଆଲ୍ ମିଡିଆ ଓ ରେଳ ବିଭାଗ ତ୍ୱରିତ ପଦକ୍ଷେପ ଯୋଗୁଁ ଧରାପଡ଼ିଲା ଦୁର୍ବ୍ୟବହାରକାରୀ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଟ୍ରେନ୍‌ରେ ଜଣେ ଛାତ୍ରୀଙ୍କୁ ଖୋର୍ଦ୍ଧା ଉଦୟଗିରି ବାଣୀପ୍ରସାଦ ମହାନ୍ତି ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଏହାର ବିରୋଧ କରିଥିଲେ। ତେବେ ଏହା ପରେ ମଧ୍ୟ ବାଣୀପ୍ରସାଦ ତାଙ୍କୁ ଦୁର୍ବ୍ୟବହାର କରି ଚାଲି ଥିଲେ। ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଛାତ୍ରୀ ଜଣଙ୍କ। ପରେ ତାଙ୍କ ବନ୍ଧୁମାନେ ଏନେଇ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଟ୍ୱିଟ୍ କରିଥିଲେ। ଘଟଣାକୁ ଗୁରୁତ୍ୱ ସହ ନେଇ ରେଳ ମନ୍ତ୍ରୀ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଟାଟା ନଗର ଷ୍ଟେସନରୁ ବାଣୀ ପ୍ରସାଦଙ୍କୁ ଗିରଫ କରାଯାଇ ଭଦ୍ରକ ରେଲୱେ ପୋଲିସ୍‌କୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story