ଅତିଷ୍ଠ କଲା ପତ୍ନୀର ପରକିୟା ପ୍ରୀତି, ରଚିଲେ ଏପରି ଗେମ୍‌ ପ୍ଲାନ୍‌...

ରାୟଗଡ଼ା(ମନୋଜ ପାତ୍ର): ଅତିଷ୍ଠ କଲା ପତ୍ନୀର ପରକିୟା ପ୍ରୀତି । ଶେଷରେ ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ପ୍ରସ୍ତୁତ କଲେ ପୂରା ଗେମ୍‌ ପ୍ଲାନ। ଏହାପରେ ସ୍ତ୍ରୀର ଗଳା କାଟି ହତ୍ୟା କରି ଲୁଟ ପାଇଁ ଆସିଥିବା ଲୁଟେରା ଏପରି କାଣ୍ଡ ଭିଆଇଥିବା କହିଥିଲେ। ହେଲେ ପୁଲିସ୍‌ ଘଟଣାର  ତଦନ୍ତ ଆରମ୍ଭ କରି ସ୍ୱାମୀ ହିଁ ହତ୍ୟାକାରୀ ବୋଲି ଜାଣିବାକୁ ପାଇଛି। ଗତ ୨୨ ତାରିଖ ରାତିରେ ରାୟଗଡ଼ା ଜିଲ୍ଲା ଉଲକାତୁଣ୍ଡା ଗ୍ରାମର କସାଇ ଉଲ୍ଲକା ହତ୍ୟା ଘଟଣାର […]

murder

murder

Niharika Rout
  • Published: Saturday, 30 January 2021
  • Updated: 30 January 2021, 02:48 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଅତିଷ୍ଠ କଲା ପତ୍ନୀର ପରକିୟା ପ୍ରୀତି । ଶେଷରେ ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ପ୍ରସ୍ତୁତ କଲେ ପୂରା ଗେମ୍‌ ପ୍ଲାନ। ଏହାପରେ ସ୍ତ୍ରୀର ଗଳା କାଟି ହତ୍ୟା କରି ଲୁଟ ପାଇଁ ଆସିଥିବା ଲୁଟେରା ଏପରି କାଣ୍ଡ ଭିଆଇଥିବା କହିଥିଲେ। ହେଲେ ପୁଲିସ୍‌ ଘଟଣାର  ତଦନ୍ତ ଆରମ୍ଭ କରି ସ୍ୱାମୀ ହିଁ ହତ୍ୟାକାରୀ ବୋଲି ଜାଣିବାକୁ ପାଇଛି। ଗତ ୨୨ ତାରିଖ ରାତିରେ ରାୟଗଡ଼ା ଜିଲ୍ଲା ଉଲକାତୁଣ୍ଡା ଗ୍ରାମର କସାଇ ଉଲ୍ଲକା ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଆଜି ପ୍ରେସମିଟରେ ଏପରି କହିଛନ୍ତି ରାୟଗଡ଼ା ଏସ୍‌ପି।

ସୂଚନାଯୋଗ୍ୟ, ଗତ ୨୨ରେ ଉଲକାମୁଣ୍ଡା ଗାଁରେ କସାଇ ଉଲ୍ଲକା ନାମ୍ନୀ ମହିଳାଙ୍କ ହତ୍ୟା ହୋଇଥିଲା। ହତ୍ୟା ପରେ ସୁନାଗହଣା ଲୁଟ୍ ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ସନ୍ଦେହରେ ସ୍ୱାମୀକୁ ଅଟକ ରଖି ପୁଲିସ୍‌ ତଦନ୍ତ ଚଳାଇଥିଲା। ଲୁଟ ଅଭିଯୋଗ କରିଥିବା ସ୍ୱାମୀ ହିଁ ହତ୍ୟା କରିଥିବା କହିଲେ ଏସ୍‌ପି।

ସ୍ତ୍ରୀର ଅନୈତିକ ସମ୍ପର୍କକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା ରାୟଗଡା ଏସ୍‌ପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସ୍ୱାମୀଠାରୁ ଲୁଟ ହୋଇଥିବା ସୁନା ଗହଣା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ୍‌ ଜବତ କରିଛି।

ସୂଚନାଯୋଗ୍ୟ, ମହିଳାଙ୍କ ମୁଣ୍ଡରେ ୩ଟି ଚୋଟ ସହ ବେକରେ ଗୋଟିଏ ଚୋଟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story