ଦରଦୀ ଚୋର: ଧରା ପଡ଼ିବା ଭୟରେ ବସରେ ଫେରାଇଲା ସାର୍ଟିଫିକେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋବାଇଲ ନମ୍ବର କାଢି ଚୋରି ହୋଇଥିବା ମେଧାବୀ  ଛାତ୍ରଙ୍କୁ ଚୋର ସାର୍ଟିଫିକେଟ ଫେରାଇଛି।  ଧରା  ପଡିବା ଭୟରେ ଏକ ବସ ଜରିଆରେ ଉକ୍ତ  ସାର୍ଟିଫିକେଟ ପଠାଇଛି।  ତେବେ ହଷ୍ଟେଲରେ ଚୋରି  ବେଳର ସିସିଟିଭି ଚିତ୍ର ଓ ସନ୍ଧିଗ୍ଧ ଚୋରର ଫୋନ  ନମ୍ବରକୁ ନେଇ ଚୋରକୁ ଧରିବାକୁ ଦାବି କରିଛନ୍ତି  ସମ୍ପୃକ୍ତ ଛାତ୍ର । ଚୋରକୁ ଧରିବାକୁ ତନାଘନା ଚଳାଇଛି  ପୋଲିସ। ମେଧାବୀ  ଛାତ୍ର ଧରଣୀଧର ସାହୁ। ତାଙ୍କ ସାର୍ଟିଫିକେଟ ଚୋରି ହୋଇ ଯାଇଥିଲା। ଚୋରିର ୪ […]

v-987

v-987

Tapas Behera
  • Published: Wednesday, 13 November 2019
  • Updated: 13 November 2019, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋବାଇଲ ନମ୍ବର କାଢି ଚୋରି ହୋଇଥିବା ମେଧାବୀ  ଛାତ୍ରଙ୍କୁ ଚୋର ସାର୍ଟିଫିକେଟ ଫେରାଇଛି।  ଧରା  ପଡିବା ଭୟରେ ଏକ ବସ ଜରିଆରେ ଉକ୍ତ  ସାର୍ଟିଫିକେଟ ପଠାଇଛି।  ତେବେ ହଷ୍ଟେଲରେ ଚୋରି  ବେଳର ସିସିଟିଭି ଚିତ୍ର ଓ ସନ୍ଧିଗ୍ଧ ଚୋରର ଫୋନ  ନମ୍ବରକୁ ନେଇ ଚୋରକୁ ଧରିବାକୁ ଦାବି କରିଛନ୍ତି  ସମ୍ପୃକ୍ତ ଛାତ୍ର । ଚୋରକୁ ଧରିବାକୁ ତନାଘନା ଚଳାଇଛି  ପୋଲିସ।

ମେଧାବୀ  ଛାତ୍ର ଧରଣୀଧର ସାହୁ। ତାଙ୍କ ସାର୍ଟିଫିକେଟ ଚୋରି ହୋଇ ଯାଇଥିଲା। ଚୋରିର ୪ ଦିନ ପରେ ଚୋର ଫେରାଇଛି  ସାର୍ଟିଫିକେଟ। ୬୦୦ ଟଙ୍କା ଦେଇ ଏକ ବସ୍‌ରୁ  ସାର୍ଟିଫିକେଟ ପାଇଛନ୍ତି ଛାତ୍ର।   ଅରିଜିନାଲ  ସାର୍ଟିଫିକେଟ ଫେରାଇବା ପାଇଁ ଚୋର ଆଧାର କାର୍ଡ  ଜରିଆରେ ଚୋରି ହୋଇଥିବା ଛାତ୍ରର ଫୋନ ନମ୍ବର  ବାହାର କରିଥିଲେ।

ଶୈଳଶ୍ରୀ ବିହାରର ଏକ  ହଷ୍ଟେଲରେ ରହୁଛନ୍ତି ଧରଣୀଧର ସାହୁ।  ୧୮   ଅକ୍ଟୋବରରେ ଧରଣୀ ବାଥରୁମକୁ ଯାଇଥିବାବେଳେ  ସକାଳୁ ତାଙ୍କ ରୁମରେ ପଶି ଚୋର ଲାପଟପ ଥିବା  ବ୍ୟାଗ ଓ ମୋବାଇଲ ଫୋନ ଧରି ଛୁ ମାରିଥିଲା।  ଏନେଇ ଥାନାରେ ଏତଲା ଦେବାର ୪ ଦିନ ପରେ  ଚୋର ଆଧାର କାର୍ଡ ଜରିଆରେ ଧରଣୀଙ୍କ ମୋବାଇଲ  ନମ୍ବର ବାହାର କରି ନିଜକୁ ଭଦ୍ରବ୍ୟକ୍ତିର ପରିଚୟ  ଦେଇ ସାର୍ଟିଫିକେଟ ରାସ୍ତାରୁ ମିଳିଥିବା କହି  ଫେରାଇବେ ବୋଲି କହିଥିଲା । ଏକ ବସ୍ ଜରିଆରେ  ୬୦୦ ଟଙ୍କା ଦେଇ ସାର୍ଟିଫିକେଟ ନେବାକୁ ଫୋନ୍  ଯୋଗେ କହିଥିଲା ।

କଥା ଅନୁସାରେ ୬୦୦ ଟଙ୍କା ଦେଇ  ସାର୍ଟିଫିକେଟ ପାଇଲେ ଧରଣୀଧର। ତେବେ ବଡ କଥା  ହେଲା ଘଟଣାକୁ ପ୍ରାୟ ମାସେ ପୁରିବାକୁ  ବସିଥିବାବେଳେ ପୋଲିସ ଦିନ ଗଡାଇ ଚାଲିଛି। ସିସିଟିଭି ଚିତ୍ର, ଚୋରର ମୋବାଇଲ ନମ୍ବର ସବୁ  ଦେବା ସତ୍ତ୍ୱେ ପୋଲିସ ଚୋରକୁ ଧରିବ କଣ ଦିନ  ପରେ ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି  ସମ୍ପୃକ୍ତ ଛାତ୍ର।

ଏଠି ପ୍ରଶ୍ନ ଉଠୁଛି, ସିସିଟିଭି ଓ ମୋବାଇଲ  ନମ୍ବର ମିଳିଥିଲା ସତ୍ତ୍ୱେ ପୋଲିସ ଚୋରକୁ ଧରୁନାହିଁ  କାହିଁକି।ପୋଲିସ ଚୁପ୍ ହୋଇ ବସିବା ପଛର ରହସ୍ୟ କ’ଣ ?  ଚୋରକୁ ଧରିବା ପରିବର୍ତ୍ତେ ଫେରାର କରିବାକୁ  ଚାହୁଁଛି କି ଚନ୍ଦ୍ରଶେଖରପୁର ପୋଲିସ ।  ଚୋର ଦରଦ  ଦେଖାଇବା ଭଳି ପୋଲିସ ଚୋର ପ୍ରତି ଦରଦୀ  ହେଉଛି କି ? ସେପଟେ ଖୁବଶୀଘ୍ର ଚୋରକୁ ଧରାଯିବ  ବୋଲି କହିଛି ଚନ୍ଦ୍ରଶେଖରପୁର ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story