ମା’ଙ୍କ ସହ ଝଗଡ଼ା କରି ନିଜ ମୁଣ୍ଡକୁ ଗୁଳି କଲେ ଯୁବକ

ବରଗଡ଼ (ଦୀପକ ଶର୍ମା): ମା’ ସହ ଝଗଡ଼ା କରିବା ପରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା କଲମୀ ଗାଁରେ। ମୃତକଙ୍କ ନାଁ ରାକେଶ ବେହେରା(୨୪)। ରାକେଶ ତାଙ୍କ ମାଆଙ୍କ ସହ ମାମୁ ଘର ଗାଁ କଲମୀରେ ରହୁଥିଲେ। ସେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ରାକେଶ ତାଙ୍କର ଜଣେ ସାଙ୍ଗ ସହିତ ଘରକୁ ଆସିଥିଲେ। […]

dead1

dead1

Jitendra Garnayak
  • Published: Saturday, 22 June 2019
  • Updated: 22 June 2019, 02:31 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ମା’ ସହ ଝଗଡ଼ା କରିବା ପରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା କଲମୀ ଗାଁରେ। ମୃତକଙ୍କ ନାଁ ରାକେଶ ବେହେରା(୨୪)। ରାକେଶ ତାଙ୍କ ମାଆଙ୍କ ସହ ମାମୁ ଘର ଗାଁ କଲମୀରେ ରହୁଥିଲେ। ସେ ଡ୍ରାଇଭର ଭାବେ କାମ କରୁଥିଲେ।

ଗତକାଲି ରାତି ପ୍ରାୟ ୯ଟା ବେଳେ ରାକେଶ ତାଙ୍କର ଜଣେ ସାଙ୍ଗ ସହିତ ଘରକୁ ଆସିଥିଲେ। ଏହାପରେ କୌଣସି କଥାକୁ ନେଇ ମାଆ ପୂଜା ବେହେରାଙ୍କ ସହିତ ଝଗଡ଼ା କରିଥିଲେ। ଏହା ପରେ ଉତ୍‌କ୍ଷିପ୍ତ ହୋଇ ରାକେଶ ଏକ ପିସ୍ତଲ ବାହାର କରି ନିଜ ମୁଣ୍ଡରେ ଲଗାଇ ଗୁଳି ଫୁଟାଇ ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଅମ୍ୱାରୋଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାସ୍ଥଳରୁ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି। ହେଲେ ବ୍ୟବହୃତ ହୋଇଥିବା ବନ୍ଧୁକ ଜବତ କରିନି। ବନ୍ଧୁକକୁ ରାକେଶଙ୍କ ସାଙ୍ଗ ନେଇଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବରଗଡ଼ ମୁଖ୍ୟ ଚକିତ୍ସାଳୟକୁ ପଠାଇଛି। ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବରଗଡ଼ ଏସ୍‌ଡିପିଓ କ୍ଷୀର ସାଗର ନାୟକ କହିଛନ୍ତି,“ମୃତ ରାକେଶ ବେହେରାଙ୍କ ମାଆ ରିପୋର୍ଟ କରିଛନ୍ତି ଯେ, ଗତକାଲି ରାତିରେ ରାକେଶ ତାଙ୍କ ସାଙ୍ଗ ସହିତ ଘରକୁ ଆସିଥିଲେ। ଖରାପ କାମ କରୁଥିବାରୁ ସେ ତାଙ୍କୁ ତାଗିଦ୍ କରିଥିଲେ। ଏଥିରେ ସେ ରାଗି ଯାଇ ଏକ ପିସ୍ତଲରେ ନିଜକୁ ଗୁଳି କରିଥିଲେ। ଫଳରେ ଘଟଣାରସ୍ଥଳରେ ହିଁ ତାର ମୁତ୍ୟୁ ଘଟିଥିଲା।”

ସେ ଆହୁରି କହିଛନ୍ତି,“ଏନେଇ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ଗୋଟିଏ ଖୋକା ଓ ଜୀବନ୍ତ ଗୁଳି ଜବତ କରିଛୁ। ପ୍ରାଥମିକ ତଦନ୍ତୁ ଜଣାପଡୁଛି ଯେ ରାକେଶ ନିଜେ ଧରିଥିବା ବେଆଇନ ପିସ୍ତଲରୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story