ପ୍ରିୟତମା ପାଇଁ ଲୁଟ୍‌ପାଟ୍ କରି ସଜା ଭୋଗୁଛି ପ୍ରେମିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚୋର ହେଲେ ବି ଚରିତ୍ରରେ କିନ୍ତୁ ରହିଛି ପ୍ରେମିକ ପଣ। ସେଥିପାଇଁ ପ୍ରେମିକାକୁ ବୋଧହୁଏ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର । ହେଲେ ଜେଲରେ ରହି କଳା କାରନାମାର କାହାଣୀ କହୁ କହୁ ନିଜେ ଖୋଲିଦେଲା ନିଜ ଅପରାଧର କଳାଚିଠା। ଆଉ ଧରାପଡ଼ିଲା ପୂରା କାହାଣୀ । ତାସହ ନୟାପଲ୍ଲୀ ଆଇଆରସି ଭିଲେଜରେ ୬ ମାସ ତଳର ଲୁଟ୍ ଆଉ ହତ୍ୟାର ବି ଫିଟିଲା ଗୁମର । […]

897

897

Tapas Behera
  • Published: Saturday, 09 January 2021
  • Updated: 09 January 2021, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚୋର ହେଲେ ବି ଚରିତ୍ରରେ କିନ୍ତୁ ରହିଛି ପ୍ରେମିକ ପଣ। ସେଥିପାଇଁ ପ୍ରେମିକାକୁ ବୋଧହୁଏ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର । ହେଲେ ଜେଲରେ ରହି କଳା କାରନାମାର କାହାଣୀ କହୁ କହୁ ନିଜେ ଖୋଲିଦେଲା ନିଜ ଅପରାଧର କଳାଚିଠା। ଆଉ ଧରାପଡ଼ିଲା ପୂରା କାହାଣୀ । ତାସହ ନୟାପଲ୍ଲୀ ଆଇଆରସି ଭିଲେଜରେ ୬ ମାସ ତଳର ଲୁଟ୍ ଆଉ ହତ୍ୟାର ବି ଫିଟିଲା ଗୁମର ।

ଇଏ ଏମିତି ଲୁଟେରା ଯାହାର ହୃଦୟରେ ରହିଛି ପ୍ରେମିକ ପଣ । ପ୍ରେମିକା ପ୍ରତି ରଖିଛି ଗଭୀର ପ୍ରୀତି।  ସେଥିପାଇଁ ଲୁଟ୍ କରି ପ୍ରେମିକାକୁ ଦେଉଥିଲା ଉପହାର । କେବେ ସୁନାଫୁଲ ତ ଆଉ କେବେ ଦାମୀ ଜିନିଷ କିଣି ଭେଟିଦେଉଥିଲା ପ୍ରାଣପ୍ରିୟାକୁ । ହେଲେ ଏବେ କିନ୍ତୁ ଝାରପଡ଼ା ଜେଲରେ ଚାରିକାନ୍ଥ ଭିତରେ। ଯାହାର ନାଁ ନାରାୟଣ ମହାନ୍ତି । ପ୍ରିୟତ୍ତମା ପାଇଁ ଲୁଟ୍‌ପାଟ୍ କରି ସଜା ଭୋଗୁଛି ଏବେ ଜେଲରେ। ରାଜଧାନୀର ବିଭିନ୍ନ ଥାନାରେ ତାନାଁରେ ରହିଛି ପ୍ରାୟ ୨୫ଟି ମାମଲା । ଚୋରୀ, ଛିନ୍ତାଇ, ଲୁଟ୍, ରାହାଯାନୀ, ହତ୍ୟା ଭଳି ଏକାଧିକ ଅପରାଧରେ ନିଜକୁ ସାମିଲ କରି ସେ ପାଲଟିଯାଇଛି ପେଶାଦାର ଅପରାଧୀ । ଲୁଟ୍‌ପାଟ୍ କରି ଯାହା ଆଣୁଥିଲା ସେଥିରେ ଉପହାର ଦେଉଥିଲା ରାଜଧାନୀର ପ୍ରେମିକାକୁ ।

ତେବେ କେମିତି ସାମ୍ନାକୁ ଆସିଲା ନାରାୟଣର ଏହି ଲଭ୍-ଲୁଟ-ମର୍ଡର ପ୍ଲଟ୍ ? ଖଣ୍ଡଗିରି ଅଞ୍ଚଳରେ ଏକ ଛିନ୍ତାଇ ମାମଲାରେ ଜେଲ୍ ଯାଇଥିଲା ନାରାୟଣ ମହାନ୍ତି । ହେଲେ ଜେଲ୍ ଭିତରେ ରହି ସାଥୀ କଏଦୀଙ୍କୁ ଶୁଣାଉଥିଲା ଲୁଟ୍ ଆଉ ହତ୍ୟାର କାହାଣୀ । ତାମଧ୍ୟରେ ବଖାଣି ଚାଲିଥିଲା ଜୁଲାଇ ୨୬ରେ ନୟାପଲ୍ଲୀ ଆଇଆରସି ଭିଲେଜର ତୁଳସୀ ଦେଇ ନାମକ ଜଣେ ବୟସ୍କା ମହିଳାଙ୍କୁ ଆକ୍ରମଣ କରି କେମିତି ଲୁଟିଥିଲା ସୁନା ଅଳଙ୍କାର । ଏହି ସମୟରେ ଏସବୁ କଥା ପୋଲିସ କାନକୁ ଯିବ ବୋଲି ସେ ଜାଣିନଥିଲା । ପୁଲିସ ସୂଚନା ପାଇବା ପରେ ଆରମ୍ଭ କରିଥିଲା ଖୋଳତାଡ଼ । ଆଉ ଧରିଥିଲା ନାରାୟଣର ସହଯୋଗୀ ସାଗର ପ୍ରଧାନକୁ । ଯିଏ ପୁଲିସ ଆଗରେ ବଖାଣିଥିଲା ଆଇଆରସି ଭିଲେଜର ଲୁଟ୍ ସହ ତଥ୍ୟ ଦେଇଥିଲା ନାରାୟଣର ଲଭ୍ ଆଉ ଲୁଟ୍‌ର ଥିଓରୀ ସମ୍ପର୍କରେ । ଏହି ଘଟଣାରେ ଏବେ ନାରାୟଣକୁ ୨ ଦିନିଆ ରିମାଣ୍ଡରେ ନେଇଛି ନୟାପଲ୍ଲୀ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story