ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

Ordigital Desk
  • Published: Monday, 15 January 2018
  • , Updated: 15 January 2018, 12:20 PM IST
<p>ପୁରୀ( ଓଡ଼ିଶା ରିପୋର୍ଟର): ୭୦ତମ ସେନା ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ବୀର ସହିଦ ଯବାନଙ୍କ ସ୍ମୃତିରେ ମାନସ ଲାଇଟ ହାଉସ ପାଖ ବେଳାଭୂମିରେ ନିଜର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।</p> <p>୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ &lsquo;SALUTE THE REAL HEROES&rsquo;ର ବାର୍ତ୍ତା ଦିଆଯାଇଛି।</p>

Related story