ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ସୂଚନା ମିଳିଛି। ଏନେଇ ମନୋଜ ଦାସଙ୍କ ପୁତୁରା ବୋହୂ ରଞ୍ଜିତା ଦାସଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। ମାତ୍ର ଦୁର୍ବଳ ହୋଇପଡ଼ିଛନ୍ତି। ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି। ପୁତୁରା ବୋହୂ ରଞ୍ଜିତା ପଣ୍ଡିଚେରୀରେ ମନୋଜ ଦାସଙ୍କ ପାଖରେ ଅଛନ୍ତି। ମନୋଜ ଅସୁସ୍ଥ ହେବା ନେଇ କିଛି ଦିନ ତଳେ ଖବର ଆସିଥିଲା।

manoj-das

manoj-das

Tapas Behera
  • Published: Sunday, 06 December 2020
  • Updated: 06 December 2020, 06:09 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story