ରାୟଗଡ଼ା (ଓଡ଼ିଶା ରିପୋର୍ଟର) ରାୟଗଡ଼ା ଆକାଶରେ ହଜାର ହଜାର ବାଦୁଡ଼ି । ଆଜି ସକାଳୁ ରାୟଗଡ଼ ସହରର ଗାନ୍ଧି ନଗର, ବ୍ୟାଙ୍କ କଲୋନୀ, କାଳୀ ପୂଜା ଛକ ସମେତ ଅନେକ ଅଞ୍ଚଳରେ ବାଦୁଡ଼ି ଦେଖିବାକୁ ମିଳିଛି । ଏତେ ସଂଖ୍ୟାରେ ଲୋକେ ଆକାଶରେ ବାଦୁଡ଼ିଙ୍କୁ ଦେଖି ଆଶ୍ଚଯର୍ୟଚକିତ ହୋଇଛନ୍ତି । ସହରରେ ପୂର୍ବରୁ ବହୁ ବାଦୁଡ଼ି ରହିଛନ୍ତି। ତେବେ ଏକସଙ୍ଗେ ଏତେ ବାଦୁଡ଼ି ଉଡ଼ୁଥିବା କେହି ଦେଖିନଥିବା କହିଛନ୍ତି। ଅନ୍ୟପଟେ କୌଣସି ଶବ୍ଦ ପ୍ରଦୂଷଣ ଯୋଗୁ ଏପରି ଘଟଣା ଦେଖିବାକୁ ମିଳିଥିବା ବନ ବିଭାଗ ଟିମ୍ କହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।