ଚିତ୍ରକୋଣ୍ଡାରେ ମାଓପୋଷ୍ଟର

ଚିତ୍ରକୋଣ୍ଡା: କିଛି ଦିନର ନିରବତା ପରେ ଚିତ୍ରକୋଣ୍ଡାରେ ପୁଣି ଥରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସ୍ଥାନୀୟ ସରକାରୀ କଲୋନିରେ ସିପିଆଇ ମାଓବାଦୀ ନାମରେ ଲାଗିଥିବା ଏହି ପୋଷ୍ଟର ଦେଖିବାକୁ ମିଳିଛି। ମହିଳାମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ଆଇନ ଆଣିବା ଓ ମହିଳା ବିରୋଧୀ ହିଂସାକୁ ପ୍ରତିବାଦ କରିବାକୁ ଏଥିରେ ଆହ୍ୱାନ ଦିଆଯାଇଛି।

mao poster

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 01:51 PM IST

Related story