ହାଟ ମଝିରେ ମାଓ ପୋଷ୍ଟର, ପୋଲିସ୍ ଇନ୍‌ଫର୍ମରଙ୍କୁ ହତ୍ୟା ଧମକ

ଭବାନୀପାଟଣା: କଳାହାଣ୍ଡିରେ ମାଓ ପୋଷ୍ଟର।  ଲାଞ୍ଜିଗଡ଼ର ତ୍ରିଲୋଚନପୁରରେ ଗାଁରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।  ହାଟ ମଝିରେ ପୋଷ୍ଟର ମରାଯାଇଛି।  ହାଟର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି।  ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି।  ପୋଲିସକୁ ସହାୟତା କରୁଥିବା ଇନଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପୋଷ୍ଟରରେ ଧମକ ଦିଆଯାଇଛି।  ରାୟଗଡ଼ା ଓ କଳାହାଣ୍ଡି ପୋଲିସକୁ ନିୟମଗିରି ନଆସିବା ପାଇଁ ପୋଷ୍ଟରରେ ଚେତାବନୀ ଦିଆଯାଇଛି।

Rakesh Mallick
  • Published: Sunday, 10 September 2017
  • , Updated: 10 September 2017, 09:40 AM IST

Related story