ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବାକୁ ନକ୍ସଲଙ୍କ ଆହ୍ୱାନ

<p>କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍&zwnj; ପରସଲିଠାରେ ୪ଟି ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ପୋଷ୍ଟର ଲାଗିଥିବା ବେଳେ ସ୍ଥାନୀୟ ହାଟ ବଜାରରେ ୩ଟି ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଅଗଷ୍ଟ ୧୫କୁ କଳାଦିବସ ରୂପରେ ପାଳନ କରିବାକୁ ଉଲ୍ଲେଖ ରହିଛି।</p>

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 01:03 PM IST

Sports

Latest News

<p>କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍&zwnj; ପରସଲିଠାରେ ୪ଟି ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ପୋଷ୍ଟର ଲାଗିଥିବା ବେଳେ ସ୍ଥାନୀୟ ହାଟ ବଜାରରେ ୩ଟି ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଅଗଷ୍ଟ ୧୫କୁ କଳାଦିବସ ରୂପରେ ପାଳନ କରିବାକୁ ଉଲ୍ଲେଖ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos