ବ୍ୟାନର ମାରିଲେ ମାଓବାଦୀ, ମେ’ ୨୦ରେ ବନ୍ଦ ଡାକରା ଦେଲେ

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର। ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ଆଜି ଦୁଇଟି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିରେ ସେମାନେ ମେ’ ୨୦ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ କହିଛନ୍ତି। ଏହି ବ୍ୟାନରରେ ପୁଲିସକୁ ଦୃଢ଼ ବିରୋଧ କରିଛନ୍ତି ମାଓବାଦୀ। ପୁଲିସ୍ ଦମନଲୀଳା ଚଳାଇଛି ବୋଲି ସେମାନେ କହିଛନ୍ତି। […]

mao-poster

mao-poster

Jitendra Garnayak
  • Published: Sunday, 15 May 2022
  • Updated: 15 May 2022, 02:18 PM IST

Sports

Latest News

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର। ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ଆଜି ଦୁଇଟି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିରେ ସେମାନେ ମେ’ ୨୦ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ କହିଛନ୍ତି।

ଏହି ବ୍ୟାନରରେ ପୁଲିସକୁ ଦୃଢ଼ ବିରୋଧ କରିଛନ୍ତି ମାଓବାଦୀ। ପୁଲିସ୍ ଦମନଲୀଳା ଚଳାଇଛି ବୋଲି ସେମାନେ କହିଛନ୍ତି।

ଏହି ବ୍ୟାନରରେ ଲେଖା ହୋଇଛି ଯେ ଗଲା ଦୁଇବର୍ଷ ମଧ୍ୟରେ ପୁଲିସ ଗୁଳିରେ ୨୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହାର ପ୍ରତିବାଦରେ ମେ’ ୨୦ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ।

ଆଜି ଘୁନୁସର ବଜାରକୁ ଆସିଥିବା ବ୍ୟବସାୟୀ ମାନେ ଏହି ମାଓ ବ୍ୟାନର ଦେଖିବାକୁ ପାଇଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାଓବାଦୀ, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଥିଲା।

ଏନେଇ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର ଦୁଇଟିକୁ ଜବତ କରିଛି। ଅନ୍ୟପକ୍ଷରେ ଲାଲବାହିନୀର ପୋଷ୍ଟରକୁ ନେଇ ଲୋକେ ଭୟଭୀତ ହୋଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story