କାନ୍ଥରେ ମାଓ ବିରୋଧୀ ପୋଷ୍ଟର

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍‌ର ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ୪ଟି ମାଓ ବିରୋଧୀ ପୋଷ୍ଟର ଲାଗିଛି। ଏହାର ତଳେ ରାୟଗଡ଼ା ଆଦିବାସୀ ଏକତା ସମିତି ବୋଲି ଲେଖାଯାଇଛି। ପୋଷ୍ଟରରେ ନିୟମଗିରି ଆଦିବାସୀ ଦଳିତ, ମହିଳା ଓ ଯୁବକମାନଙ୍କୁ ହତ୍ୟା କରନ୍ତୁ ନାହିଁ, ଯିବା ଆସିବା ରାସ୍ତାରେ ବୋମା ଓ ଲାଣ୍ଡ ମାଇନ୍‌ ଖଞ୍ଜନ୍ତୁ ନାହିଁ, ଲୋକଙ୍କୁ ଡରାଇବାକୁ ପ୍ରଜା କୋର୍ଟ କରନ୍ତୁ ନାହିଁ, ବେଦାନ୍ତ ଦଲାଲ୍‌ ନାଁରେ ଆଦିବାସୀଙ୍କୁ […]

mao

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 01:09 PM IST

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍‌ର ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ୪ଟି ମାଓ ବିରୋଧୀ ପୋଷ୍ଟର ଲାଗିଛି। ଏହାର ତଳେ ରାୟଗଡ଼ା ଆଦିବାସୀ ଏକତା ସମିତି ବୋଲି ଲେଖାଯାଇଛି।
ପୋଷ୍ଟରରେ ନିୟମଗିରି ଆଦିବାସୀ ଦଳିତ, ମହିଳା ଓ ଯୁବକମାନଙ୍କୁ ହତ୍ୟା କରନ୍ତୁ ନାହିଁ, ଯିବା ଆସିବା ରାସ୍ତାରେ ବୋମା ଓ ଲାଣ୍ଡ ମାଇନ୍‌ ଖଞ୍ଜନ୍ତୁ ନାହିଁ, ଲୋକଙ୍କୁ ଡରାଇବାକୁ ପ୍ରଜା କୋର୍ଟ କରନ୍ତୁ ନାହିଁ, ବେଦାନ୍ତ ଦଲାଲ୍‌ ନାଁରେ ଆଦିବାସୀଙ୍କୁ ହତ୍ୟା ଓ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦିଅନ୍ତୁ ନାହିଁ ବୋଲି ଉଲ୍ଲେଖ ରହିଛି।

 

Related story