କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ

ରାଉରକେଲା: ରାଉରକେଲା ପୋଲିସ ନିକଟରେ ଜଣେ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଜଣଙ୍କ ହେଲେ ଝାରଖଣ୍ଡ ଖୁଣ୍ଟା ଅଞ୍ଚଳର ଜେମ୍ସ ପୂର୍ତ୍ତି। ସରଣ୍ଡା ଜଙ୍ଗଲରେ ବହୁ ମାଓବାଦୀ କାର୍ଯ୍ୟକଳାପରେ ଜେମ୍ସ ଲିପ୍ତଥିବା ପୋଲିସ ସୂଚନା ଦେଇଛି। ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ପୋଲିସ ସହ ଗୁଳି ବିନିମୟରେ ଜେମ୍ସ ସାମିଲ ଥିଲା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା ଜେମ୍ସ କହିଛନ୍ତି।

mao

Rakesh Mallick
  • Published: Thursday, 05 May 2016
  • , Updated: 06 May 2016, 01:18 AM IST

ରାଉରକେଲା: ରାଉରକେଲା ପୋଲିସ ନିକଟରେ ଜଣେ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଜଣଙ୍କ ହେଲେ ଝାରଖଣ୍ଡ ଖୁଣ୍ଟା ଅଞ୍ଚଳର ଜେମ୍ସ ପୂର୍ତ୍ତି। ସରଣ୍ଡା ଜଙ୍ଗଲରେ ବହୁ ମାଓବାଦୀ କାର୍ଯ୍ୟକଳାପରେ ଜେମ୍ସ ଲିପ୍ତଥିବା ପୋଲିସ ସୂଚନା ଦେଇଛି।

ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ପୋଲିସ ସହ ଗୁଳି ବିନିମୟରେ ଜେମ୍ସ ସାମିଲ ଥିଲା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା ଜେମ୍ସ କହିଛନ୍ତି।

Related story