ମାଓବାଦୀଙ୍କ ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ନେଲେ ଦୁଇ ଜୀବନ

ମାଲକାନଗିରି: ମାଲକାନଗିରିରେ ମାଓବାଦୀମାନେ ପୁଣି ରକ୍ତର ହୋଲି ଖେଳିଛନ୍ତି। ଏମ୍‌ଭି-୨୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ୨ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକମାନେ ହେଲେ ବିଶୁ କ୍ରିସାନୀ ଏବଂ ରାମ ମାଡ଼କାମୀ। ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଗତକାଲି ମାଓବାଦୀମାନେ ଉଭୟଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ଜଣାପଡ଼ିଛି।

dead

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 06:12 PM IST

ମାଲକାନଗିରି: ମାଲକାନଗିରିରେ ମାଓବାଦୀମାନେ ପୁଣି ରକ୍ତର ହୋଲି ଖେଳିଛନ୍ତି। ଏମ୍‌ଭି-୨୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ୨ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକମାନେ ହେଲେ ବିଶୁ କ୍ରିସାନୀ ଏବଂ ରାମ ମାଡ଼କାମୀ।

ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଗତକାଲି ମାଓବାଦୀମାନେ ଉଭୟଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ଜଣାପଡ଼ିଛି।

Related story