ମାଓବାଦୀମାନେ ଆତ୍ମସମର୍ପଣ ନ କରିବାରୁ ସଂଘର୍ଷ ଘଟିଲା:  ସିଆରପିଏଫ ଡିଜି

ଭୁବନେଶ୍ୱର: ଝାଡଖଣ୍ଡର ପାଲାମୁଠାରେ ମଙ୍ଗଳବାର ପୋଲିସ ଓ ମାଓବାଦୀ ସଂଘର୍ଷରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ସିଆରପିଏଫ ଡିଜି ପ୍ରକାଶ ମିଶ୍ର ମଙ୍ଗଳବାର ରାତିରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଡିଜି ମିଶ୍ର ଓଟିଭିକୁ ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀମାନେ ସେଠାରେ ଥିବା ଖବର ମିଳିଥିଲା । ଏହାକୁ ଆଧାର କରି ପୋଲିସ ଫୋର୍ସ ସେଠାରେ ପହଞ୍ଚି ମାଓବାଦୀମାନଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲେ । ହେଲେ ମାଓବାଦୀମାନେ ଆତ୍ମ ସମର୍ପଣ […]

prakas

prakas

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 03:30 AM IST

Sports

Latest News

ଭୁବନେଶ୍ୱର: ଝାଡଖଣ୍ଡର ପାଲାମୁଠାରେ ମଙ୍ଗଳବାର ପୋଲିସ ଓ ମାଓବାଦୀ ସଂଘର୍ଷରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ସିଆରପିଏଫ ଡିଜି ପ୍ରକାଶ ମିଶ୍ର ମଙ୍ଗଳବାର ରାତିରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଡିଜି ମିଶ୍ର ଓଟିଭିକୁ ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀମାନେ ସେଠାରେ ଥିବା ଖବର ମିଳିଥିଲା । ଏହାକୁ ଆଧାର କରି ପୋଲିସ ଫୋର୍ସ ସେଠାରେ ପହଞ୍ଚି ମାଓବାଦୀମାନଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲେ । ହେଲେ ମାଓବାଦୀମାନେ ଆତ୍ମ ସମର୍ପଣ କରିବା ପରିବର୍ତ୍ତେ ପ୍ରଥମେ ଗୁଳି ଚଳାଇବାରୁ ଆମକୁ ପଲଟା ଆକ୍ରମଣ କରିବାକୁ ପଡିଥିଲା । ପ୍ରାୟ ଅଧ ଘଣ୍ଟା ଧରି ହୋଇଥିବା ଗୁଳି ଚଳନାରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏରିଆ କମାଣ୍ଡର ଆରକେ ରହିଛନ୍ତି । ଏହାସହ ଆଗାମୀ ଦିନରେ ମାଓବାଦୀ ଦମନରେ ଅଧିକ ସଫଳତା ମିଳିବ ବୋଲି ସେ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story