ମାଲକାନଗିରି ସୀମାନ୍ତରେ ୧୦ ମାଓବାଦୀ ଗିରଫ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକମା  ଅନ୍ତର୍ଗତ ଚିନ୍ତଲନାରରୁ ମଙ୍ଗଳବାର ୧୦ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ପୋଲିସ୍ ଓ କୋବ୍ରା ବାହିନୀର ମିଳିତ କମ୍ବିଂ ବେଳେ ଏହି ମାଓବାଦୀମାନଙ୍କୁ ଗିରଫ କରାଯାଇଛି। ଏହାକୁ ପୋଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Maoism

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 04:09 PM IST

ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକମା  ଅନ୍ତର୍ଗତ ଚିନ୍ତଲନାରରୁ ମଙ୍ଗଳବାର ୧୦ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ପୋଲିସ୍ ଓ କୋବ୍ରା ବାହିନୀର ମିଳିତ କମ୍ବିଂ ବେଳେ ଏହି ମାଓବାଦୀମାନଙ୍କୁ ଗିରଫ କରାଯାଇଛି। ଏହାକୁ ପୋଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story