ଚିତ୍ରକୋଣ୍ଡାରେ ମାଓ ବ୍ୟାନର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଛନ୍ତି। କାର୍ଲ ମାର୍କସଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ। ଗତ ୫ ତାରିଖରେ ମାଲକାନଗିରିର ଦୋରାଗୁଡ଼ା, ନୂଆଗୁଡ଼ା ଓ ପାପୁଲୁଲୁ ପଞ୍ଚାୟତରେ କାର୍ଲ ମାର୍କସଙ୍କ ଚିନ୍ତାଧାରାକୁ ନେଇ ଏଭଳି ଏକ ପୋଷ୍ଟର ମାରିଥିଲେ ମାଓବାଦୀ। ମାଓ ବ୍ୟାନରକୁ ନେଇ ଚିତ୍ରକୋଣ୍ଡା ବାସିନ୍ଦା ଆତଙ୍କିତ […]

rt

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 09:48 AM IST

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଛନ୍ତି। କାର୍ଲ ମାର୍କସଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ।

ଗତ ୫ ତାରିଖରେ ମାଲକାନଗିରିର ଦୋରାଗୁଡ଼ା, ନୂଆଗୁଡ଼ା ଓ ପାପୁଲୁଲୁ ପଞ୍ଚାୟତରେ କାର୍ଲ ମାର୍କସଙ୍କ ଚିନ୍ତାଧାରାକୁ ନେଇ ଏଭଳି ଏକ ପୋଷ୍ଟର ମାରିଥିଲେ ମାଓବାଦୀ। ମାଓ ବ୍ୟାନରକୁ ନେଇ ଚିତ୍ରକୋଣ୍ଡା ବାସିନ୍ଦା ଆତଙ୍କିତ ହୋଇ ଅଛନ୍ତି।

Related story