ଚକ୍ରବ୍ୟୂହ ରଚୁଥିବା ବେଳେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାସୀ ଶଙ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚକ୍ରବ୍ୟୂହ ରଚୁଥିବା ବେଳେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାସୀ ଶଙ୍କର। କୋରାପୁଟ ଡିଭିଏଫ୍‌, ଏସ୍ଓଜି, ବିଏସ୍ଏଫ୍ ମିଳିତ ଭାବେ ଚଢ଼ଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛି। ଏପରିକି ତାଙ୍କଠାରୁ ବହୁ ମାରଣାସ୍ତ୍ର ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ। ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ ମିଲିଟାରୀ କମିଶନ ସଦସ୍ୟ ଥିଲେ ଦୁବାସୀ ଶଙ୍କର ଓରଫ୍‌ ମହେଶ, ରମେଶ ଓ ଅରୁଣ। ଗତକାଲି ସେ କୋରାପୁଟ ଜିଲ୍ଲା […]

Sankar

Sankar

Manoranjan Sial
  • Published: Tuesday, 14 September 2021
  • Updated: 14 September 2021, 04:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚକ୍ରବ୍ୟୂହ ରଚୁଥିବା ବେଳେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାସୀ ଶଙ୍କର। କୋରାପୁଟ ଡିଭିଏଫ୍‌, ଏସ୍ଓଜି, ବିଏସ୍ଏଫ୍ ମିଳିତ ଭାବେ ଚଢ଼ଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛି। ଏପରିକି ତାଙ୍କଠାରୁ ବହୁ ମାରଣାସ୍ତ୍ର ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ।

ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ ମିଲିଟାରୀ କମିଶନ ସଦସ୍ୟ ଥିଲେ ଦୁବାସୀ ଶଙ୍କର ଓରଫ୍‌ ମହେଶ, ରମେଶ ଓ ଅରୁଣ। ଗତକାଲି ସେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅଞ୍ଚଳରେ ନିଜର ସାଥୀମାନଙ୍କ ସହ ଚକ୍ରବ୍ୟୂର ରଚୁଥିଲା। ଏ ସମ୍ପର୍କରେ ଖବର ପାଇ କୋରାପୁଟ ଡିଭିଏଫ୍‌, ଏସ୍ଓଜି, ବିଏସ୍ଏଫ୍ ଜାଣିପାରି ଅପରେସନ କରି ତାକୁ ଗିରଫ କରିବାରେ ସଫଳ ହୋଇଛି। ଶଙ୍କରଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା। ୨୦ ବର୍ଷ ଭିତରେ ଧରାପଡ଼ିଥିବା ସବୁଠୁ ବଡ଼ ନକ୍ସଲ ନେତା ହେଉଛନ୍ତି ଶଙ୍କର।

୨୦୦୯ ମସିହାରେ ନାଲକୋ ହୋଇଥିବା ହମଲାରେ ସିଆଇଏସ୍‌ଏଫ୍‌ର ୯ ଜଣ ଯବାନ ସହିଦ୍‌ ହୋଇଥିଲେ। ଏହାଛଡ଼ା ୨୦୧୦ ଗୋବିନ୍ଦପାଲି ବ୍ଲାଷ୍ଟ, ଜାନିଗୁଡ଼ା ଆମ୍ୱୁସ୍‌ ପ୍ରମୁଖ ମାମଲାରେ ଶଙ୍କର ସମ୍ପୃକ୍ତି ରହିଛି। ଆଜି ଶଙ୍କରକୁ କୋର୍ଟ ଚାଲାଣ କରାଯିବ। ପରେ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ କହିଛନ୍ତି।

ସେପଟେ ଶଙ୍କରଙ୍କ ଗିରଫ ପ୍ରତିବାଦରେ ଆଜି ନକ୍ସଲମାନେ ଫାୟାରିଂ କରିଛନ୍ତି। ଏହାର ଜବାବ ଦିଆଯାଇଛି। ଏଥିରେ ବହୁ ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି।

ସେହିପରି ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ସୋନାଲ ମାଡ଼ଭି ଆଜି କୋରାପୁଟ ପୁଲିସ ପାଖରେ ଆତ୍ମସମର୍ପଣ କରିଛି। ସେ ଗୁମ୍ମା ଏରିଆ କମିଟିର ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story