ଆତ୍ମସମର୍ପଣ କଲେ ନକ୍ସଲ ଭରତ କହଁର

ଫୁଲବାଣୀ(ତ୍ରିନାଥ ସାହୁ): ମଙ୍ଗଳବାର କନ୍ଧମାଳ ଏସ୍‌ପିଙ୍କ ନିକଟରେ ଜଣେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଭରତ କହଁର। ସେ ଗତବର୍ଷ ମାର୍ଚ୍ଚ ମାସରେ ସିପିଆଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ନକ୍ସଲ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ ସେ କାର୍ଯ୍ୟ କରୁଥଲେ। ଗଗରପଟା ଗାଁରେ ପୁଲିସ୍‌ ସହ ଗୁଳି ବିନିମୟ ଘଟଣା ଏବଂ ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ଠିକାଦାର ସଂସ୍ଥାର ଗାଡ଼ି ପୋଡ଼ି ସହ ଜଣଙ୍କୁ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିଲେ। ଭରତଙ୍କ […]

naxal,,,,,0

naxal,,,,,0

Tapaswini Nayak
  • Published: Wednesday, 17 April 2019
  • Updated: 17 April 2019, 08:59 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ମଙ୍ଗଳବାର କନ୍ଧମାଳ ଏସ୍‌ପିଙ୍କ ନିକଟରେ ଜଣେ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଭରତ କହଁର।

ସେ ଗତବର୍ଷ ମାର୍ଚ୍ଚ ମାସରେ ସିପିଆଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ନକ୍ସଲ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ ସେ କାର୍ଯ୍ୟ କରୁଥଲେ।

ଗଗରପଟା ଗାଁରେ ପୁଲିସ୍‌ ସହ ଗୁଳି ବିନିମୟ ଘଟଣା ଏବଂ ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ଠିକାଦାର ସଂସ୍ଥାର ଗାଡ଼ି ପୋଡ଼ି ସହ ଜଣଙ୍କୁ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିଲେ।

ଭରତଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ନକ୍ସଲ ସଂଗଠନର କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ସେ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିବା କନ୍ଧମାଳ ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story