‘ନବୀନ ସରକାର ଫମ୍ପା ମାଠିଆ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ପଟ୍ଟନାୟକ ସରକାର ଫମ୍ପା ମାଠିଆ।” ଆଜି ଅଡିଓ ଟେପ୍‌ ଜାରି କରି ଏପରି ବୟାନ ଦେଇଛନ୍ତି ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ। ଏଥିସହ ସେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’କୁ ‘ଓଡ଼ିଶା ବିକ୍ରି କନ୍‌କ୍ଲେଭ’ ଅଭିହିତ କରିଛନ୍ତି। ସେ କହିଛନ୍ତି-“ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଆଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରିଦିଆଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର ପ୍ରଚାର ପାଇଁ ବିଜେଡି […]

naxal-leader

naxal-leader

Manoranjan Sial
  • Published: Saturday, 17 November 2018
  • Updated: 17 November 2018, 05:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ପଟ୍ଟନାୟକ ସରକାର ଫମ୍ପା ମାଠିଆ।” ଆଜି ଅଡିଓ ଟେପ୍‌ ଜାରି କରି ଏପରି ବୟାନ ଦେଇଛନ୍ତି ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ। ଏଥିସହ ସେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’କୁ ‘ଓଡ଼ିଶା ବିକ୍ରି କନ୍‌କ୍ଲେଭ’ ଅଭିହିତ କରିଛନ୍ତି।

ସେ କହିଛନ୍ତି-“ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଆଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରିଦିଆଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର ପ୍ରଚାର ପାଇଁ ବିଜେଡି ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ କରିଛନ୍ତି। ଏଥିରୁ ମିଳିବାକୁ ଥିବା ନୋଟକୁ ନେଇ ଭୋଟ୍ କିଣିବାକୁ ଉଦ୍ୟମ କରିବ ଦଳ। ରାଜ୍ୟରେ ହେବାକୁ ଥିବା ନିବେଶରେ ଆର୍ଥିକ ବିକାଶ ତ ହେବନି, ବରଂ ଓଡ଼ିଶାବାସୀ କାଙ୍ଗାଳ ହେବେ। ଯେଉଁ ସରକାର ୫୦ ହଜାର ନିଯୁକ୍ତି ଦେଇନି, ସେ ୫ ଲକ୍ଷ ନିଯୁକ୍ତି ଦେବ ବୋଲି କହିବା ପୂରା ମିଛ।”

ସେହିପରି ଚାଷୀଙ୍କୁ ଭୁବନେଶ୍ୱରରେ ପୂରାଇ ନଦେବାକୁ ମଧ୍ୟ ନିନ୍ଦା କରିଛନ୍ତି ଉମାକାନ୍ତ। ସେ କହିଛନ୍ତି-“ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯିବା ଚାଷୀଙ୍କ ଆଖିରେ ଧୂଳି ପକାଇବା ସଦୃଶ ହୋଇଛି। ବିଜେଡି ନେତାମାନେ ଭୋଟ ମାଗିବାକୁ ଆସିଲେ କୋଡ଼ି ଓ କୋଦାଳରେ ଜବାବ ଦେବୁ। ଦଲାଲ ନବୀନ ସରକାର ବିରୋଧରେ ସଂଗ୍ରାମ ତୀବ୍ର କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story