ମହିଳା କମିଶନଙ୍କ କାର୍ଯ୍ୟାଳୟରୁ ବାହାରି କ’ଣ କହିଲେ ଅନୁଭବ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମହିଳା କମିଶନଙ୍କ ପାଖରେ ଆଜି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଛନ୍ତି । ଉଭୟେ ଆଜି କମିଶନଙ୍କ ନିକଟରେ ନିଜର ପକ୍ଷ ରଖିଥିଲେ। ପରେ ଅନୁଭବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହିଳା କମିଶନଙ୍କୁ ସମ୍ମାନ ଜଣାଇ ମୁଁ ଆସିଛି। ମହିଳା କମିଶନଙ୍କ ନିକଟରେ ମୁଁ ମୋ ପକ୍ଷ ରଖିଛି। କମିଶନ ମୋତେ ଯାହା ପଚାରିବା କଥା ପଚାରିଛନ୍ତି। କମିଶନଙ୍କ […]

anubhav

anubhav

Tapas Behera
  • Published: Tuesday, 29 December 2020
  • Updated: 29 December 2020, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମହିଳା କମିଶନଙ୍କ ପାଖରେ ଆଜି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଛନ୍ତି । ଉଭୟେ ଆଜି କମିଶନଙ୍କ ନିକଟରେ ନିଜର ପକ୍ଷ ରଖିଥିଲେ। ପରେ ଅନୁଭବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହିଳା କମିଶନଙ୍କୁ ସମ୍ମାନ ଜଣାଇ ମୁଁ ଆସିଛି। ମହିଳା କମିଶନଙ୍କ ନିକଟରେ ମୁଁ ମୋ ପକ୍ଷ ରଖିଛି। କମିଶନ ମୋତେ ଯାହା ପଚାରିବା କଥା ପଚାରିଛନ୍ତି।

କମିଶନଙ୍କ ସହ ଆଲୋଚନା ବାହାରେ କହିବା ଉଚିତ ହେବନି ବୋଲି କହିଛନ୍ତି ଅନୁଭବ। ଅନ୍ୟପକ୍ଷରେ ଅନୁଭବ-ବର୍ଷାଙ୍କୁ ବସାଇ ଆଲୋଚନା ପରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରତିକ୍ରିୟା ରଖିଛନ୍ତି। ଆମେ ଉଭୟ ପକ୍ଷଙ୍କୁ ଡାକିଥିଲୁ। ଉଭୟଙ୍କୁ ବସାଇ ଆଲୋଚନା କଲୁ। ଆଲୋଚନା ନୂଆ ଆଲୋକ ଦେଖାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ମିନତି।

ପାରିବାରିକ ବିବାଦରେ ଛନ୍ଦି ପଡ଼ିଥିଲା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ କରିଥିଲେ। ନୋଟିସ୍‌ ମୁତାବକ ଆଜି ଆଜି ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ।

ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ବର୍ଷା ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କର ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ତାଙ୍କୁ ଘରେ ରହିବାକୁ ଦେଉ ନଥିବା ତଥା ତାଙ୍କ ରୁମ୍‌ରେ ତାଲା ପକାଇ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ବାହାରେ ଛିଡ଼ା କରାଇ ଦେଇଥିବା ଭଳି ଅଭିଯୋଗ ଆଣିଥିଲେ ବର୍ଷା। ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story