ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ନାମଲେଖାର ଅବଧି ବଢ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଆଗରୁ ଜୁଲାଇ ୩ ତାରିଖରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା, ଯାହା ଆଜି ସରୁଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଏହି ଅବଧିକୁ ଆହୁରି ୨ ଦିନ ବଢ଼ାଇ ଦେଇଛି ଗଣଶିକ୍ଷା ବିଭାଗ। ତେବେ ୭ ତାରିଖ ରବିବାର ପଡୁଥିବାରୁ […]

student.......

Tapaswini Nayak
  • Published: Saturday, 06 July 2019
  • , Updated: 06 July 2019, 09:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ନାମଲେଖାର ଅବଧି ବଢ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।

ଆଗରୁ ଜୁଲାଇ ୩ ତାରିଖରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା, ଯାହା ଆଜି ସରୁଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଏହି ଅବଧିକୁ ଆହୁରି ୨ ଦିନ ବଢ଼ାଇ ଦେଇଛି ଗଣଶିକ୍ଷା ବିଭାଗ।

ତେବେ ୭ ତାରିଖ ରବିବାର ପଡୁଥିବାରୁ ୮ ଓ ୯ ତାରିଖରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି କୁହାଯାଇଛି।

Related story