ଶିକ୍ଷାମନ୍ତ୍ରୀଙ୍କ ଅଚାନକ ବିଇଓ ଅଫିସ ପରିଦର୍ଶନ, କର୍ମଚାରୀ ଅନୁପସ୍ଥିତ ଥିବାରୁ ଦିନକର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅଚାନକ ସ୍କୁଲ ଓ ଗଣଶିକ୍ଷା ସମୀର ଦାଶ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯାଇଥିଲେ। ସେତେବେଳେ ସକାଳ ସମୟ  ୧୦ଟା ୪୦ ମିନିଟ୍‌ ହୋଇଥିଲା। ଏହି ସମୟରେ ଦୁଇ ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କର୍ମଚାରୀ ନଥିଲେ। ପୂରା ଅଫିସ୍‌  ଖାଁ ଖାଁ ଥିଲା। ବବୁ ଓ କର୍ମାଚାରୀଙ୍କ ସିଟ୍‌ ଖାଲି ପଡ଼ିଥିଲା। ସେଥିପାଇଁ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟ ଜାରି […]

balianta-2-1..

balianta-2-1..

Niharika Rout
  • Published: Wednesday, 18 September 2019
  • Updated: 18 September 2019, 03:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅଚାନକ ସ୍କୁଲ ଓ ଗଣଶିକ୍ଷା ସମୀର ଦାଶ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯାଇଥିଲେ। ସେତେବେଳେ ସକାଳ ସମୟ  ୧୦ଟା ୪୦ ମିନିଟ୍‌ ହୋଇଥିଲା। ଏହି ସମୟରେ ଦୁଇ ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କର୍ମଚାରୀ ନଥିଲେ। ପୂରା ଅଫିସ୍‌  ଖାଁ ଖାଁ ଥିଲା। ବବୁ ଓ କର୍ମାଚାରୀଙ୍କ ସିଟ୍‌ ଖାଲି ପଡ଼ିଥିଲା। ସେଥିପାଇଁ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟ ଜାରି କରିଛନ୍ତି। ଏପରିକି ଗୋଟିଏ ଦିନର ଦରମା ବନ୍ଦ ପାଇଁ ଶିକ୍ଷାମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି।  

ପରେ ମନ୍ତ୍ରୀ ନୂଆପାଟଣା ୟୁପି ସ୍କୁଲ ଓ ପ୍ରତାପ ଶାସନ ହାଇସ୍କୁଲ ଗସ୍ତରେ ଯାଇଥିଲେ। ଏହି ସମୟରେ ସ୍କୁଲର ଉପସ୍ଥାନ ଯାଞ୍ଚ କରିବା ସହିତ ପିଲାମାନଙ୍କ ସହିତ କଥା ହୋଇଥିଲେ। ତେବେ ପରିଦର୍ଶନ ବେଳେ ପ୍ରତାପ ଶାସନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରିଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story