ବିଷାକ୍ତ ହୋଇଗଲା ପାରାଦୀପ ବଟନଦୀ

ପାରାଦୀପ(ରମାକାନ୍ତ ନାୟକ): ବିଷାକ୍ତ ହୋଇଗଲା ପାରାଦୀପ ବଟନଦୀ। ନଦୀରେ ପ୍ରଚୁର ପରିମାଣରେ ମାଛ ମରି ଭାସିଲେ। ଆଜି ଏହି ଘଟଣା ନଜରକୁ ଆସିବା ପରେ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି। ସେପଟେ ଖବର ପାଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବଟନଦୀରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ନେଇଛନ୍ତି। ଲ୍ୟାବରେ ପାଣି ପରୀକ୍ଷଣ କରିବା ପରେ ମାଛ ମଡକର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞ […]

fish

fish

Niranjan Mishra
  • Published: Saturday, 31 December 2022
  • Updated: 31 December 2022, 06:22 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ବିଷାକ୍ତ ହୋଇଗଲା ପାରାଦୀପ ବଟନଦୀ। ନଦୀରେ ପ୍ରଚୁର ପରିମାଣରେ ମାଛ ମରି ଭାସିଲେ। ଆଜି ଏହି ଘଟଣା ନଜରକୁ ଆସିବା ପରେ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି।

ସେପଟେ ଖବର ପାଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବଟନଦୀରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ନେଇଛନ୍ତି। ଲ୍ୟାବରେ ପାଣି ପରୀକ୍ଷଣ କରିବା ପରେ ମାଛ ମଡକର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି।

ତେବେ କିଛି ବର୍ଷ ହେବ ବାରମ୍ବାର ଏହି ନଦୀରେ ମାଛମଡକ ଘଟଣା ନଜରକୁ ଆସୁଛି। ନଦୀ କଡ଼ରେ ଅବସ୍ଥିତ ବସ୍ତିର ଲୋକେ ସେମାନଙ୍କ ଶୌଚାଳୟର ମଳମୂତ୍ର ସିଧାସଳଖ ନଦୀ ମଧ୍ୟକୁ ଛାଡୁଛନ୍ତି। ଏହାଛଡ଼ା ରାସ୍ତା କଡ ମାଛ ମାଂସ ଦୋକାନର ବର୍ଜ୍ୟ ଜଳ ନଦୀରେ ମିଶୁଛି। ନଦୀ ଜଳରେ ଅମ୍ଳଯାନ ମାତ୍ରା ହ୍ରାସ ପାଉଛି। ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଏପରି ଅବସ୍ଥା ସୃଷ୍ଟି ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପ ଆଞ୍ଚଳିକ ଅଧିକାରୀ ପୁଷ୍କର ବେହେରା କହିଛନ୍ତି। ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପାରାଦୀପ ପୌର କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story