ସୁବର୍ଣ୍ଣପୁରରେ ୨୪ ଟିକିଆ ହାତୀପଲ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କ ନୀଦ ହଜାଇ ଦେଇଛି ହାତୀ । ବିନିକା ବନବିଭାଗ ଅଧିନରେ ଥିବା ସିନ୍ଦୁରପୁର ଗାଁରେ ୨୪ ଟିକିଆ ହାତୀପଲ ପସିଛନ୍ତି । ବ୍ୟାପକ ଉପଦ୍ରବ ସହ ହାତୀ ଧାନ ଫସଲ ଖାଇଦେଉଛି ।  ଶତାଧିକ ଏକର ଦଳି ହାତୀପଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସିନ୍ଦୁରପୁର, ଗଣେଶପୁର, ଝାରପଡା ଗାଁରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଫସଲ ବଞ୍ଚାଇବା ଲାଗି ଚାଷୀମାନେ […]

elephant

elephant

Jitendra Garnayak
  • Published: Saturday, 21 November 2020
  • Updated: 21 November 2020, 12:19 PM IST

Sports

Latest News

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କ ନୀଦ ହଜାଇ ଦେଇଛି ହାତୀ । ବିନିକା ବନବିଭାଗ ଅଧିନରେ ଥିବା ସିନ୍ଦୁରପୁର ଗାଁରେ ୨୪ ଟିକିଆ ହାତୀପଲ ପସିଛନ୍ତି । ବ୍ୟାପକ ଉପଦ୍ରବ ସହ ହାତୀ ଧାନ ଫସଲ ଖାଇଦେଉଛି ।  ଶତାଧିକ ଏକର ଦଳି ହାତୀପଲ ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସିନ୍ଦୁରପୁର, ଗଣେଶପୁର, ଝାରପଡା ଗାଁରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଫସଲ ବଞ୍ଚାଇବା ଲାଗି ଚାଷୀମାନେ ରାତି ରାତି ଉଜାଗର ରହୁଛନ୍ତି ।  ନିଆଁ ଜାଳି, ଟିଣ ବଜାଇ, ଠେଙ୍ଗା ବାଡି ଧରି ବନ ବିଭାଗ ହାତୀ ଘଉଡାଇବାକୁ ଚାଷୀଙ୍କ ସହ ମିଶି ଉଦ୍ୟମ ଜାରି ରଖିଛି । ମହାନଦୀ ଡେଇଁ ହାତୀପଲ ବିନିକା ଅଞ୍ଚଳରେ ପଶିଥିବା ବନ ବିଭାଗ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story