ମୋବାଇଲ୍‌ରେ ଜାଣି ହେବ ମାଟ୍ରିକ୍ ରେଜଲ୍ଟ

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ତେବେ ଦିନ ସାଢ଼େ ୧୧ଟାରୁ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। www.bseodisha.nic.in ଓ www.bseodisha.ac.in ରେ ରେଜଲ୍ଟ ପ୍ରକାଶିତ ହେବ। ଏହା ସହିତ ମୋବାଇଲ୍‌ରେ ମଧ୍ୟ ମାଟ୍ରିକ୍ ପରୀକ୍ଷା ଫଳ ଜାଣି ହେବ। ଏଥିପାଇଁ ଆପଣଙ୍କୁ OR10<ରୋଲନମ୍ୱର> ଟାଇପ୍‌ କରି […]

mobile

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 11:01 AM IST

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ତେବେ ଦିନ ସାଢ଼େ ୧୧ଟାରୁ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। www.bseodisha.nic.in ଓ www.bseodisha.ac.in ରେ ରେଜଲ୍ଟ ପ୍ରକାଶିତ ହେବ।

ଏହା ସହିତ ମୋବାଇଲ୍‌ରେ ମଧ୍ୟ ମାଟ୍ରିକ୍ ପରୀକ୍ଷା ଫଳ ଜାଣି ହେବ। ଏଥିପାଇଁ ଆପଣଙ୍କୁ OR10<ରୋଲନମ୍ୱର> ଟାଇପ୍‌ କରି ୫୬୭୬୭୫୦ କୁ  ପଠାଇବାକୁ ପଡ଼ିବ।

Related story