ମାଟ୍ରିକ ରେଜଲ୍ଟ: ଏ୧ରେ ୧୪୩୭, ଏ୨ରେ ୧୬,୦୨୧ ଓ ବି ୧ରେ ୪୬,୬୮୮

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମୋଟ ୮୨.୫୬% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗେଡେସନ ଅନୁଯାୟୀ ଏ୧ ଗେଡେରେ ୧୪୭୩ ଜଣ ପାସ କରିଛନ୍ତି। ୯୦ରୁ ୧୦୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏ୧ ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଛି। ଏ୨ରେ ୧୬,୦୨୧ ଜଣ, ବି୧ରେ ୪୬,୬୮୮, ବି୨ରେ ୮୩,୦୯୪, ବି୩ରେ ୧,୧୦,୩୭୫, ସି୧ ଗ୍ରେଡରେ ୧,୧୦, ୩୩୭, ଡି ଗ୍ରେଡରେ ୧,୨୧, ୨୯୨ ଓ ଇ ଗ୍ରେଡ ୭୨,୯୫୪ଜଣ ରେଗୁଲାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ […]

debim

Rakesh Mallick
  • Published: Wednesday, 06 May 2015
  • , Updated: 06 May 2015, 05:41 AM IST

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମୋଟ ୮୨.୫୬% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗେଡେସନ ଅନୁଯାୟୀ ଏ୧ ଗେଡେରେ ୧୪୭୩ ଜଣ ପାସ କରିଛନ୍ତି। ୯୦ରୁ ୧୦୦ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଏ୧ ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଛି। ଏ୨ରେ ୧୬,୦୨୧ ଜଣ, ବି୧ରେ ୪୬,୬୮୮, ବି୨ରେ ୮୩,୦୯୪, ବି୩ରେ ୧,୧୦,୩୭୫, ସି୧ ଗ୍ରେଡରେ ୧,୧୦, ୩୩୭, ଡି ଗ୍ରେଡରେ ୧,୨୧, ୨୯୨ ଓ ଇ ଗ୍ରେଡ ୭୨,୯୫୪ଜଣ ରେଗୁଲାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ପାସ୍ କରିଛନ୍ତି ୪, ୫୧, ୯୫୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

Related story